17.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶନବରାତ୍ରି ସମୟରେ ଏହି ଭୁଲଗୁଡ଼ିକ କରନ୍ତୁ ନାହିଁ ନଚେତ୍..

ନବରାତ୍ରି ସମୟରେ ଏହି ଭୁଲଗୁଡ଼ିକ କରନ୍ତୁ ନାହିଁ ନଚେତ୍..

ନୂଆଦିଲ୍ଲୀ: ଆରମ୍ଭ  ହୋଇସାରିଲାଣି  ଶାରଦୀୟ ମା’ ଦୁର୍ଗାଙ୍କ ନବରାତ୍ରି ପୂଜା ।  ଆଜି ନବରାତ୍ରିର  ଦ୍ୱିତୀୟ ଦିନ । କହିରଖୁଛୁ ଯେ ଏହି ନବରାତ୍ରିରେ ଏହି ସବୁ ଭୁଲଗୁଡିକ କରନ୍ତୁ ନାହିଁ । ନବରାତ୍ରି ସମୟରେ ଯଦି ଆପଣ କୌଣସି ସ୍ଥାନରେ ଲାଲ ରଙ୍ଗର କପଡା, ଲେମ୍ବୁ , ଛୁଞ୍ଚି, ନଡିଆ ଦେଖନ୍ତି  ସେସବୁକୁ ସ୍ପର୍ଶ କରନ୍ତୁ ନାହିଁ ।  ନବରାତ୍ରି ସମୟରେ ତାନ୍ତ୍ରିକ ରୀତିନୀତି ବହୁତ ସକ୍ରିୟ ହୋଇଯାଏ । ଏମାନଙ୍କ ସଂସ୍ପର୍ଶରେ ଆସିବା କ୍ଷତିକାରକ ହୋଇପାରେ । ନବରାତ୍ରି ସମୟରେ  କୌଣସି ମହିଳାଙ୍କୁ ଅସମ୍ମାନ କରନ୍ତୁ ନାହିଁ ।  ଏହା କରିବା ଦ୍ୱାରା  ଦେବୀ ଦୁର୍ଗା କ୍ରୋଧିତ ହୁଅନ୍ତି । ନିଜ ପରିବାର ସଦସ୍ୟ ଭାବି ସମ୍ମାନ କରନ୍ତୁ ।  ନବରାତ୍ରି ସମୟରେ ଅଜଣା ବ୍ୟକ୍ତିଙ୍କ ଠାରୁ ପ୍ରସାଦ କିମ୍ବା ମିଠା ଗ୍ରହଣ କରନ୍ତୁ ନାହିଁ ।  ଅଜଣା ବ୍ୟକ୍ତିଙ୍କ ଠାରୁ  ମିଠା ଗ୍ରହଣ କରିବା ଦ୍ୱାରା  ଆପଣଙ୍କ ଜୀବନରେ କଳାଯାଦୁ ଏବଂ ନକାରାତ୍ମକ ଶକ୍ତି ଆସିଥାଏ ।  କାହାକୁ ବ୍ୟବହାର ପାଇଁ ଆପଣଙ୍କ ପୋଷାକ କିମ୍ବା ବ୍ୟକ୍ତିଗତ ଜିନିଷ ଦିଅନ୍ତୁ ନାହିଁ ।  ଯାହା ଆପଣଙ୍କୁ ମାନସିକ ଏବଂ ଶାରୀରିକ  ଭାବରେ କ୍ଷତି ପହଞ୍ଚାଇପାରେ । ନବରାତ୍ରିରେ କଳା ପୋଷାକ  ପିନ୍ଧିବା ବନ୍ଦ କରନ୍ତୁ ।  ନଚେତ କଳା ରଙ୍ଗ ନକାରାତ୍ମକ ଶକ୍ତିକୁ  ଆକର୍ଷିତ କରିଥାଏ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking