33.1 C
Bhubaneswar
Tuesday, March 31, 2026
Homeଓଡିଶାମଣ୍ଡିରୁ ଉଠୁନି ଧାନ: ବିଷ ଧରି ଚାଷୀଙ୍କ ପ୍ରତିବାଦ

ମଣ୍ଡିରୁ ଉଠୁନି ଧାନ: ବିଷ ଧରି ଚାଷୀଙ୍କ ପ୍ରତିବାଦ

ବାଲେଶ୍ୱର: ଖରିଫ ଧାନ କିଣା ସରିବାକୁ ବସିଲାଣି । ହେଲେ ମଣ୍ଡି ସମସ୍ୟାର ସାଧାନ ହେଉନି । ମଣ୍ଡିରେ ଧାନ ନଦେଇ ପାରିବାରୁ ସମବାୟ ସମିତି ଆଗରେ ଚାଷୀଙ୍କ ଅନଶନ । ଆତ୍ମହତ୍ୟା ଚେତାବନୀ । ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଅନନ୍ତପୁର ସେବା ସମିତିରେ ଚାଷୀମାନେ ବିକ୍ଷୋଭ କରିଛନ୍ତିା ସମିତିରେ ଟାର୍ଗେଟ ନଥିବାରୁ ସମିତି ଧାନ ନେଉନାହିଁ ଫଳରେ ୨୦୦ ଚାଷୀ ଧାନ ବିକିପାରୁନାହାନ୍ତି । ମାତ୍ର ଆଜି ଗୋଟିଏ ଦିନ ବାକି ଥିବା ବେଳେ ଏବେ ଚାଷୀମାନେ ଧାନ ମଣ୍ଡିରେ ଧାନ ଦେଇ ନପାରି ସେବା ସମବାୟ ସମିତି ଫାଟକ ସମ୍ମୁଖରେ ଶତାଧିକ ଚାଷୀ ଅନଶନରେ ବସିଛନ୍ତି । ବିଷ ଧରି ଚାଷୀମାନେ ଚେତାବନୀ ଦେଇଛନ୍ତି । ଯଦି ଦାନ ନିଅନ୍ତି ଏହି ଆନ୍ଦୋଳନ ତୀବ୍ରତର ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking