ଭୁବନେଶ୍ୱର : କିଟ ବାଟ ଛାଡୁନି ଅଭିଯୋଗ କଲେ ନିଫ୍ଟ ନିର୍ଦ୍ଦେଶକ । କିଟ ସରକାରଙ୍କ ସର୍ୱସାଧାରଣ ରାସ୍ତା ଅବରୋଧ କରିଛନ୍ତି । ଫଳରେ ନିଫ୍ଟ ପକ୍ଷରୁ ୨୪ ଘଣ୍ଟିଆ ସିକ୍ୟୁରିଟି ଛିଡା କରିବାକୁ ପଡୁଛି । କିଟ ଅକ୍ତିଆରରେ ଥିବା ମୁଖ୍ୟ ଫାଟକକୁ ଛାତ୍ରଛାତ୍ରୀଙ୍କୁ ଯିବାକୁ ପଡୁଛି । କିଟର ରାସ୍ତା ଅବରୋଧ ଘଟଣାକୁ ନେଇ ସବୁ ପ୍ଲାଟଫର୍ମରେ ଜଣାଇଛି । ରାଜ୍ୟ ସରକାର ପ୍ରଶ୍ନ କଲେ ସେ ସମ୍ପର୍କରେ ଉତ୍ତର ରଖାଯିବ ।










