25.1 C
Bhubaneswar
Thursday, May 1, 2025
Homeଓଡିଶାଓଡିଶା ଇଞ୍ଜିନ କେମିତି ଚାଲୁଛି ଜଣାନାହିଁ: ଅଖିଳେଶ

ଓଡିଶା ଇଞ୍ଜିନ କେମିତି ଚାଲୁଛି ଜଣାନାହିଁ: ଅଖିଳେଶ

ଭୁବନେଶ୍ୱର: ଓଡିଶା ଗସ୍ତରେ ଆସି ଆଖିଳେଶ ଯାଦବ ପ୍ରତିକ୍ରିୟା ରଖିଛନ୍ତି ।  କହିଛନ୍ତି , ଇଣ୍ଡିଆ ଗଠବନ୍ଧନ ଆଗକୁ ବଢିବା ନେଇ ଆଲୋଚନା  ହୋଇଛି । କିଛି ଦିନ ତଳେ ଶ୍ରୀକାନ୍ତଙ୍କ ସହ ଦେଖା ହୋଇଥିଲା । ଓଡିଶାରେ ସମ୍ବିଧାନ ବଞ୍ଚାଇବାକୁ ଶ୍ରୀକାନ୍ତ ଲଢୁଛନ୍ତି । ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି ଅଖିଳେଶ ଯାଦବ । ଯୁପିରେ ଡବଲ ଇଞ୍ଜିନ ସହ ଡବା ବି  ଟକ୍କର ମାରୁଛି ।  ଓଡିଶାରେ ଇଞ୍ଜିନ କେମିତି ଚାଲୁଛି ଜଣାନାହିଁ । ଓଡିଶା ଆଗ ନା  ଦିଲ୍ଲୀ ଇଞ୍ଜିନ ଆଗ ଜଣାନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking