ନୂଆଦିଲ୍ଲୀ: ପହଲଗାମ ପ୍ରସଙ୍ଗରେ କଂଗ୍ରେସର ନିର୍ଦ୍ଦେଶନାମା । ସୀମା ବାହାରକୁ ଯାଇ ବୟାନବାଜି ନକରିବାକୁ ରାହୁଲ ଗାନ୍ଧୀ ଓ ଖଡଗେ କଡା ନିର୍ଦ୍ଦେଶ ଦେଇଛନ୍ତି । କହିଛନ୍ତି , ପହଲଗାମ ଆତଙ୍କୀ ଆକ୍ରମଣ ଏକ ସମ୍ବେଦନଶୀଳ ଘଟଣା । କଂଗ୍ରେସନେତାଙ୍କ ପାଇଁ ନିର୍ଦ୍ଦେଶନାମା ରହିଛି ।