27.1 C
Bhubaneswar
Monday, March 30, 2026
Homeଓଡିଶାବୋନସ ଦାବିରେ ଉଠୁନି ଅଳିଆ

ବୋନସ ଦାବିରେ ଉଠୁନି ଅଳିଆ

ଭୁବନେଶ୍ୱର: ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ । ବୋନସ ଦାବିରେ ଅଳିଆ ଉଠୁଉନାହାନ୍ତି ସଫେଇ କର୍ମଚାରୀ । ବିଏମସି ଅଧିକାରୀ ରାଜି ହେଉନଥିବା କର୍ମଚାରୀ ଅଭିଯୋଗ କରିଛନ୍ତି ।ଅନ୍ୟପଟେ  ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ରାଜ୍ୟବାସୀଙ୍କୁ ଓଡ଼ିଶାକୁ ଦେଶର ଶୀର୍ଷ ତିନି ସ୍ୱଚ୍ଛ ରାଜ୍ୟ ମଧ୍ୟରେ ପହଞ୍ଚାଇବାକୁ ଆହ୍ୱାନ ଦେଇଛନ୍ତି।  ସେ ଆହୁରି ଘୋଷଣା କରିଛନ୍ତି ଯେ ରାଜ୍ୟ ସରକାର ଆଗାମୀ ଦିନରେ ବର୍ଜ୍ୟରୁ କୋଇଲା ଉତ୍ପାଦନ ଏବଂ ତାହାଦ୍ୱାରା ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରିବାକୁ ଯୋଜନା କରୁଛି। ଏହା ରାଜ୍ୟର ସ୍ୱଚ୍ଛତା ଓ ପରିବେଶ ସଂରକ୍ଷଣ ପାଇଁ ଏକ ନୂତନ ପଦକ୍ଷେପ ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking