27.1 C
Bhubaneswar
Monday, March 30, 2026
Homeଓଡିଶାଖରାରୁ ମିଳୁନି ଆଶ୍ୱସ୍ତି : ଆହୁରି ବଢିପାରେ ତାତି

ଖରାରୁ ମିଳୁନି ଆଶ୍ୱସ୍ତି : ଆହୁରି ବଢିପାରେ ତାତି

ଭୁବନେଶ୍ୱର : ଖରାରୁ ମିଳୁନି ଆଶ୍ୱସ୍ତି । ଆଗାମୀ ୪ରୁ  ୫ ଦିନ ମଧ୍ୟରେ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ପାରଦ । ଏନେଇ ସତର୍କ କରାଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର  । ୧୨ ମାର୍ଚ୍ଚ ପରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରି ସେଲସିୟସ ଅତିକ୍ରମ କରିବାର ସମ୍ଭାବନା ରହିଥିବା ଆଇଏମଡି ପୂର୍ବାନୁମାନ କରିଛି। ବିଶେଷକରି ଉପକୂଳ ଓଡ଼ିଶାର କିଛି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ସେଲସିୟସ ଉପରେ ରହିବାର ସମ୍ଭାବନା ରହିଛି । ରାତି ତାପମାତ୍ରା ମଧ୍ୟ ୨ରୁ ୪ ଡିଗ୍ରୀ ପର‌୍ୟ୍ୟନ୍ତ ବୃଦ୍ଧି ପାଇବ। ୧୬ ମାର୍ଚ୍ଚ ପର‌୍ୟ୍ୟନ୍ତ ଏଭଳି ସ୍ଥିତି ରହିପାରେ।

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking