30.1 C
Bhubaneswar
Saturday, July 26, 2025
Homeଓଡିଶାଶ୍ରାବଣ ମାସରେ ଏହି ୫ଟି ଜିନିଷ କରନ୍ତୁ ନାହିଁ..

ଶ୍ରାବଣ ମାସରେ ଏହି ୫ଟି ଜିନିଷ କରନ୍ତୁ ନାହିଁ..

ଭୁବନେଶ୍ୱର: ଆଉ କିଛି ଦିନ ପରେ ଆରମ୍ଭ ହୋଇଯିବ ଶ୍ରାବଣ ମାସ ।  ଏହି ମାସରେ ୫ଟି ଜିନିଷ କରନ୍ତୁ ନାହିଁ । ଯେପରିକି ବିବାହ, ଗୃହ ନିର୍ମାଣ ଏବଂ  ଚୁଟି କାଟିବା ।  ଏଭଳି କରିବା ଦ୍ୱାରା ଶୁଭ ସମାଚାର ବା କାଯ୍ୟରେ ସଫଳତା ମିଳିବନାହିଁ ବୋଲି ଆସା କରାଯାଉଛି । ପୁରୁଷମାନେ ମଧ୍ୟ ଦାଢି  ନକାଟିବା ଭଲ   ା  ବିଶ୍ୱାସ କରାଯାଏ ଯେ ଏହି ମାସରେ  ଶରରର ପବିତ୍ରତା ଏବଂ  ମାନସିକ ଶାନ୍ତି ପାଇଁ  ନକାରାତ୍ମକ କଥାରୁ ନିବୃତ୍ତ ରହିବା ଉଚିତ ।  ନୂତନ ଘର , ଗାଡି , ବ୍ୟବସାୟ ଆରମ୍ଭ କରିବା ଏହି ମାସରେ ଭଳ ନୁହେଁ । ଶ୍ରାବଣ ମାସରେ ପିତ୍ତଳ ପାତ୍ର ବ୍ୟବହାର କରିବା ଉଚିତ ନୁହେଁ ।   ଷ୍ଟିଲ ପାତ୍ରରେ ଖାଦ୍ୟ ଖାଇବା ଭଲ ଅଟେ । ଘରେ ବିନା ପିଆଜ ରଷୁଣର ଖାଦ୍ୟ ଖାଆନ୍ତୁ । ଆମିଷ ପ୍ରତି ଦୂରେଇ ରୁହନ୍ତୁ ।  ଏପରି କରିବା  ଦ୍ୱାରା ମହାଦେବଙ୍କ ଠାରୁ ଉତ୍ତମ ଲାଭ ପାଇବେ । ଶ୍ରାବଣ ମାସ ଜୁଲାଇ ୧୧ରୁ ଆରମ୍ଭ ହୋଇ ଅଗଷ୍ଟ ୯ରେ ଶେଷ ହେବ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking