15.1 C
Bhubaneswar
Thursday, December 18, 2025
Homeଦେଶ ବିଦେଶମୋଦିଙ୍କୁ ଡୋମିନିକାର ସର୍ବୋଚ୍ଚ ସମ୍ମାନ

ମୋଦିଙ୍କୁ ଡୋମିନିକାର ସର୍ବୋଚ୍ଚ ସମ୍ମାନ

ନୂଆଦିଲ୍ଲୀ: ଡୋମିନିକାର ସର୍ବୋଚ୍ଚ ଜାତୀୟ ସମ୍ମାନ ପାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଡୋମିନିକାର ସର୍ବୋଚ୍ଚ ଜାତୀୟ ସମ୍ମାନ ‘ ଦ ଡୋମିନିକା ଆୱାର୍ଡ ଅଫ ଅନର ‘ । ଗୁଆନାରେ ହେବାକୁ ଥିବା ଭାରତ- କାରିକୋମ ସମିଟ ରେ ଦିଆଯିବ । କୋଭିଡ ବେଳେ ଭାରତ ର ସହଯୋଗ ପାଇଁ ମୋଦିଙ୍କୁ ଦିଆଯିବ ଏହି ସମ୍ମାନ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking