21.1 C
Bhubaneswar
Monday, January 19, 2026
Homeଓଡିଶାଆସନ୍ତାକାଲିଠୁ ଡଲଫିନ ଗଣନା

ଆସନ୍ତାକାଲିଠୁ ଡଲଫିନ ଗଣନା

ଚିଲିକା: ଆସନ୍ତାକାଲିଠାରୁ ୩ ଦିନ ପର୍ଯ୍ୟନ୍ତ ଚିଲିକାରେ ହେବ ଡଲଫିନ ଗଣନା । ଚିଲିକା ସଂଲଗ୍ନ ବାଲୁଗାଁ ଓ ସାତପଡା ଚାଲିବ ଡଲଫିନ ଗଣନା । ଡଲଫିନ ଗଣନା ପାଇଁ ଗଠନ ହେଲା ୧୮ଟି ଟିମ । ଜଣେ ବିଶେଷଜ୍ଞଙ୍କ ସହ ରହିବେ ୩ରୁ ୫ଜଣ । ବୋଟ ଆସୋସିଏସନକୁ ସୂଚନା ଦିଆଯାଇଛି । ଏନେଇ ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଡଙ୍ଗା ଚଳାଚଳ ବନ୍ଦ ରହିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking