31.1 C
Bhubaneswar
Friday, February 13, 2026
Homeଓଡିଶାରାଜଧାନୀରେ ହେବ କୁକୁର ଗଣନା: ମେୟର

ରାଜଧାନୀରେ ହେବ କୁକୁର ଗଣନା: ମେୟର

ଭୁବନେଶ୍ୱର: ରାଜଧାନୀରେ ହେବ ଉଭୟ ବୁଲା ଓ ପୋଷା କୁକୁର ଗଣନା । ଏନେଇ ସୂଚନା ଦେଲେ  ବିଏମସି ମେୟର ସୁଲୋଚନା ଦାସ । କୁକୁର କାନରେ ଟ୍ୟାଗ ଲଗାଯିବ ।  ବିଏମସି ପାଖରେ ସବୁ ତଥ୍ୟ ରହିବ । ପୋଷା କୁକୁର ମାଲିକ କିଏ, ବୁଲା କୁକୁର କୁଆଡେ ଯାଉଛନ୍ତି ସବୁ ତଥ୍ୟ ରହିବ ।  ବନ୍ଧ୍ୟାକରଣ ଓ ଭ୍ୟାକ୍ସିନ ହୋଇଛି କି ନାହିଁ ସମସ୍ତ ତଥ୍ୟ ରହିବ । ଏହା ଦ୍ୱାରା ସହର ସୁନ୍ଦର ରହିବ, କୁକୁର ସରକ୍ଷିତ ରହିବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking