17.1 C
Bhubaneswar
Tuesday, December 9, 2025
Homeଓଡିଶାଖାଇବା ପରେ ସଙ୍ଗେ ସଙ୍ଗେ ଶୋଉଛନ୍ତି କି ? ଜାଣନ୍ତୁ କଣ ହେବ ..

ଖାଇବା ପରେ ସଙ୍ଗେ ସଙ୍ଗେ ଶୋଉଛନ୍ତି କି ? ଜାଣନ୍ତୁ କଣ ହେବ ..

ଭୁବନେଶ୍ୱର : ଆଜିକାଲି ଜୀବନ ଶୈଳୀରେ  ଖରାପ ଖାଇବା  ଆମ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ଶରୀରରେ ମେଦବହୁଳତା , ମଧୁମେହ , ଥାଇରଏଡ ଭଳି ରୋଗ ବଢିଥାଏ ।  ଏହାର ମୁଖ୍ୟ କାରଣ ହେଉଛି ଖାଦ୍ୟ ଖାଇକି ଶୀଘ୍ର ଶୋଇବା ।  ଏପରି କରିବା ଦ୍ୱାରା  ଖାଦ୍ୟ ସଠିକ ଭାବରେ ଖାଦ୍ୟ ହଜମ ହୁଏ ନାହିଁ । ଫଳରେ ରୋଗର ଶିକାର ହୋଇଥାଉ । ଯଦି ରାତ୍ରି ଭୋଜନ ପରେ କିଛି ସମୟ ଚାଲନ୍ତି ତେବେ   ସ୍ୱାସ୍ଥ୍ୟ  ପାଇଁ  ଲାଭଦାୟକ ହୋଇଥାଏ । ଖାଇଭଆ ପରେ ଚାଲିବା ସ୍ୱାସ୍ଥ୍ୟ ପାଇଁ ଭଲ ବୋଲି ବିବେଚନା କରାଯାଏ । ଏହା ସହିତ ଚାଲିବା ଦ୍ୱାରା  ଓଜନ ହ୍ରାସ କରେ । ହୃଦରୋଗ  ହୋବାର ଆଶଙଅକା କମିଯାଏ ।  ରକ୍ତଚାପକୁ ହ୍ରାସ କରିଥାଏ ।  କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରେ ।   ଯଦି ଆପଣ ଖାଇବା ପରେ ଚାଲନ୍ତି ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking