27.1 C
Bhubaneswar
Friday, December 5, 2025
Homeଗଣେଶ ଚତୁର୍ଥୀ-୨୦୨୫ଗଣେଶ ଚତୁର୍ଥୀ କେତେ ଦିନ ଧରି ପାଳନ କରାଯାଇଥାଏ ଜାଣନ୍ତୁ ?

ଗଣେଶ ଚତୁର୍ଥୀ କେତେ ଦିନ ଧରି ପାଳନ କରାଯାଇଥାଏ ଜାଣନ୍ତୁ ?

ନୂଆଦିଲ୍ଲୀ: ହିନ୍ଦୁ ପଂଚାଗ ଅନୁଯାୟୀ, ଗଣେଶ ଚତୁର୍ଥୀ ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଲ ପକ୍ଷର ଚତୁର୍ଥୀ ତିଥିରେ ପାଳନ କରାଯାଏ। ଗଣେଶ ମହୋତ୍ସବର ପର୍ବ ଚତୁର୍ଥୀ ତିଥିରୁ ଆରମ୍ଭ ହୋଇ ୧୦ ଦିନ ପର୍ଯ୍ୟନ୍ତ ଚାଲିଥାଏ । ଭଗବାନ ଗଣେଶଙ୍କୁ ଅନନ୍ତ ଚତୁର୍ଦଶୀ ଦିନ ବିସର୍ଜନ କରାଯାଏ । ଗଣେଶ ଚତୁର୍ଥୀ  ହେଉଛି ହିନ୍ଦୁ ପର୍ବ । ଯାହା ବାଧା ଦୂରକାରୀ ଏବଂ ଜ୍ଞାନ ଏବଂ ସମୃଦ୍ଧିର ଦେବତା ଭଗବାନ ଗଣେଶଙ୍କୁ ପୂଜା କରାଯାଇଥାଏ । ଗଣେଶ ଚତୁର୍ଥୀରେ ସୁଖ ସମୃଦ୍ଧି, ଜ୍ଞାନ ଏବଂ ସଫଳତା ଆଣିଥାଏ । ବାଧା ଦୂରୀକରଣ ଏବଂ ନୂତନ ଆରମ୍ଭର ପ୍ରତୀକ ସ୍ୱରୂପ ଏହି ପର୍ବ ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା ଏବଂ ଅନ୍ୟାନ୍ୟ ରାଜ୍ୟରେ ପ୍ରମୁଖ ଉତ୍ସବ ଭାବେ ପାଳନ କରାଯାଏ । ଗଣେଶ ଚତୁର୍ଥୀ ୨୦୨୫ ଅଗଷ୍ଟ ୨୭, ୨୦୨୫, ବୁଧବାର ଦିନ । ୬ ସେପ୍ଟେମ୍ବର ୨୦୨୫ ଶନିବାର ଦିନ ମୂର୍ତ୍ତି ବିସର୍ଜନ ସହିତ ଶେଷ ହେବ । ଏହି ଦିନ, ଭଗବାନ ଗଣେଶ ମୂର୍ତ୍ତିଗୁଡ଼ିକୁ ମହା ଶୋଭାଯାତ୍ରାରେ ବାହାର କରାଯାଇ ନଦୀ, ହ୍ରଦ କିମ୍ବା ସମୁଦ୍ରରେ ବିସର୍ଜନ କରାଯାଇଥାଏ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking