25.6 C
Bhubaneswar
Thursday, March 27, 2025
Homeଓଡିଶାଏସି ଚାଲୁ କରିବା ପୂର୍ବରୁ କରନ୍ତୁ ଏହି ଉପାୟ

ଏସି ଚାଲୁ କରିବା ପୂର୍ବରୁ କରନ୍ତୁ ଏହି ଉପାୟ

ଭୁବନେଶ୍ୱର : ଗରମ ଦିନ ଆରମ୍ଭ ହୋଇଗଲାଣି  । ଏପରି ପରିସ୍ଥିତିରେ  ଲୋକମାନେ ନିଜ ଘରେ କିମ୍ବା ଅଫିସରେ  ଏସି ଚଲାନ୍ତି ।
ତେବେ ଏସି ଚଲାଇବା ପୂର୍ୱରୁ   ଏହି ଭୁଲ କରନ୍ତୁ ନାହିଁ । ଯାହା ଫଳରେ ଏସି ଖରାପ ହୋଇଯିବ । ଅନେକ ସମୟରେ  ଲୋକମାନେ  ସର୍ଭିସ ନକରି ଏସି ଚାଲୁ କରିଦିଅନ୍ତି ।  ଯାହା ଏସି ସାଙ୍ଗେ ସାଙ୍ଗେ ନଷ୍ଟ ହେବାର ସମ୍ଭାବନା ଥାଏ । ଜାଣନ୍ତୁ ଏସିର ସର୍ଭିସିଂ କାହିଁକି ଆବଶ୍ୟକ ।   ଦୀର୍ଘ ସମୟ ଧରି ବନ୍ଦ ରହିବା ଯୋଗୁଁ ଏସିର  ଫିଲ୍ଟର ଏବଂ କଏଲରେ  ମଇଳା ଜମା ହୋଇ ରହିଥାଏ ।  ଯଦି ଏହାକୁ ସଫା ନକରାଯାଏ , ତେବେ   ଏସି କୁଲିଂ କଏଲ ଲିକ ହୋଇପାରେ । ଏପରି ପରିସ୍ଥିତିରେ ଏସି ଗ୍ୟାସ ସରିଯାଇଥାଏ । ଦୀର୍ଘ ସମୟ ଧରି ବନ୍ଦ ରଖାଯାଇଥିବା ଏସିଗୁଡିକରେ କଳଙ୍କି ଲାଗିଯାଏ । ଯଦି ଏସି ସର୍ଭିସ ନକରାଯାଏ , ତେବେ  ଧୂଳି ହୋଇ ଏସି ଖରାପ ହେବାକୁ ଲାଗେ । ଏହାକୁ ମରାମତି କରିବା ପାଇଁ  ମଧ୍ୟ ବହୁତ ଖର୍ଚ୍ଚ ହୋଇପାରେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking