19.1 C
Bhubaneswar
Tuesday, January 28, 2025
Homeଓଡିଶାକଦଳୀ ଏବଂ ବାଦାମ ଖାଇବା ପରେ ଏହି ଖାଦ୍ୟ ଖାଆନ୍ତୁ ନାହିଁ  

କଦଳୀ ଏବଂ ବାଦାମ ଖାଇବା ପରେ ଏହି ଖାଦ୍ୟ ଖାଆନ୍ତୁ ନାହିଁ  

ଭୁବନେଶ୍ୱର:  କଦଳୀ  ଏବଂ ବାଦାମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।  ସେଥିରେ ପୁଷ୍ଟିକର  ଖାଦ୍ୟ ଭରପୁର ମାତ୍ରାରେ ରହିଛି ।  ସେଥିରେ ପ୍ରଚୁର ପରିମାଣରେ   ଭିଟାମିନ , ମିନେରାଲ୍ସ , ଫାଇବର ଥାଏ ।  ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ ।   ଶରୀରରେ ପ୍ରୋଟିନ ବଢାଇବା ପାଇଁ କଦଳୀ ଏବଂ ବାଦାମ ଖାଆନ୍ତି । କଦଳୀ ଏବଂ ବାଦାମ ଥଖାଇବା ପରେ ତୁରନ୍ତ ପାଣି ପିଇବା ଉଚିତ ନୁହେଁ । ପାଣି ପିଇବା ଦ୍ୱାରା  ସେମାନଙ୍କର ହଜମ ପ୍ରକ୍ରିୟା ବିଳମ୍ବ ହୋଇଥାଏ । ଯାହା ପେଟ ଗ୍ୟାସ କରିବା ସହିତ ସମସ୍ୟା ଆହୁରି ବଢିପାରଏ । କେବଳ ପାଣି ନୁହେଁ  କଦଳୀ କିମ୍ବା  ବାଦାମ ଖାଇବା ପରେ କ୍ଷୀର  ପିଇବା ହଜମ ପ୍ରକ୍ରିୟାକୁ ପ୍ରଭାବିତ କରେ ।  ପେଟରେ ଯନ୍ତ୍ରଣା ହୁଏ ଏବଂ ଏସିଡିଟି ସୃଷ୍ଟି କରୀଏ ।  ଖାଲି ପେଟରେ କଦଳୀ ଖାଇବା କିମ୍ବା ବାଦାମ ଖାଇବା ଦ୍ୱାରା ଗ୍ୟାସ ସମସ୍ୟା ଦେଖାଦିଏ ।  ଶୋଇବା ପୂର୍ୱରୁ  କଦଳୀ କିମ୍ବା ବାଦାମ ଖାଇବା ଦ୍ୱାରା   ଶରୀରରେ ଅତିରିକ୍ତ ଶକ୍ତି ଯୋଗାଇଥାଏ । ଯାହା ଶୋଇବା ଉପରେ ପ୍ରଭାବ ପକାଇଥାଏ ।  ରାତିରେ ଖାଇବା ଦ୍ୱାରା  ପେଟରେ ଭାରି  ଅନୁଭବ ହୁଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking