29.1 C
Bhubaneswar
Monday, April 21, 2025
Homeଓଡିଶାଖାଲି ପେଟରେ ଖାଆନ୍ତୁ ନାହିଁ ଏହି ୭ଟି ଖାଦ୍ୟ   

ଖାଲି ପେଟରେ ଖାଆନ୍ତୁ ନାହିଁ ଏହି ୭ଟି ଖାଦ୍ୟ   

ଭୁବନେଶ୍ୱର: ଖାଲି ପେଟରେ  ଲେମ୍ବୁ ଖାଇବା ଦ୍ୱାରା  ଶରୀରରେ ଅତ୍ୟଧିକ ଏସିଡ ବଢାଇଥାଏ । ଯଦ୍ୱାରା ଛାତି ଜଳିବା ସହ ପାଚନ ପ୍ରକ୍ରିୟାରେ ସମସ୍ୟା ଦେଖାଦିଏ । ଟମାଟୋ ଖାଇବା ଦ୍ୱାରା   ଶରୀରରେ  ଏସିଡ ରିଫ୍ଲକ୍ସ ସୃଷ୍ଟି କରିଥାଏ । କଫି ମଧ୍ୟ ଖାଲି ପେଟରେ ଖାଇବା ଉଚିତ ନୁହେଁ ।  ଏହା ଖାଇବା ଦ୍ୱାରା  ଏସିଡିଟି, ଗ୍ୟାଷ୍ଟ୍ରିକ  ହୋଇଥାଏ । ମସଲା ଯୁକ୍ତ ଖାଦ୍ୟ  ଖାଇବା ଦ୍ୱାରା ପେଟରେ ଜଳାପୋଡା ହୋଇଥାଏ । ଏହା ସହିତ ଖାଲି ପେଟରେ  ମିଠା ଖାଦ୍ୟ ଖାଇବା  କିମ୍ବା ଜୁସ ପିଇବା ଦ୍ୱାରା  ରକ୍ତରେ ଶର୍କରାର ମାତ୍ରା   ଅଧିକ ଦେଖାଦିଏ । ଦହି ଖାଲି ପେଟରେ ଖାଇବା ଦ୍ୱାରା  ପେଟରେ ଜଳାପୋଡା ସୃଷ୍ଟି ହୁଏ । ଏହା ସହିତ ବନ୍ଧାକୋବି , ବ୍ରୋକଲି,  ଫୁଲକୋବି ପରି  କଞ୍ଚା  ପନିପରିବାକୁ ଖାଇବା  ଦ୍ୱାରା   ହଜମ ପ୍ରକ୍ରିୟା ସାହାଯ୍ୟ କରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking