18.1 C
Bhubaneswar
Sunday, November 24, 2024
Homeଓଡିଶା କୋଲେଷ୍ଟ୍ରଲ ଥିଲେ ଖାଆନ୍ତୁ ନାହିଁ ଏହି ୪ଟି ଖାଦ୍ୟ

 କୋଲେଷ୍ଟ୍ରଲ ଥିଲେ ଖାଆନ୍ତୁ ନାହିଁ ଏହି ୪ଟି ଖାଦ୍ୟ

ଭୁବନେଶ୍ୱର : ଆମ ଦୈନନ୍ଦିନ ଜୀବନରେ  ଏଣେ ତେଣେ ଖାଦ୍ୟ ବ୍ୟବହାର କରିବା ଦ୍ୱାରା  ଶରୀର ପାଇଁ ହାନିକାରକ ହୋଇଥାଏ । ଚିପ୍ସ , ତରକାରୀ, ପକୋଡା ପରି ଖାଦ୍ୟ ଖାଇବା ଦ୍ୱାରା  କୋଲେଷ୍ଟ୍ରଲ ବୃଦ୍ଧି ହୋଇଥାଏ । ଉଚ୍ଚ କୋଲେଷ୍ଟ୍ରଲ ରୋଗୀମାନେ  ମାଂସ ଖାଇବା ଉଚିତ ନୁହେଁ । କାରଣ ମାଂସରେ ପ୍ରଚୁର ପରିମାଣରେ ଚର୍ବି ଅଧିକ ମାତ୍ରରେ ରହିଥାଏ । ଯାହା ଖରାପ କୋଲେଷ୍ଟ୍ରେଲକୁ ବଢାଇଥାଏ । ଯଦିଓ ଆପଣ ମାଂସ ପସନ୍ଦ କରନ୍ତି ତେବେ ଆପଣ ବେଳେବେଳେ କମ ଚର୍ବି ଯୁକ୍ତ ମାଂସ ଖାଇପାରିବେ । ସେହିପରି ମିଠା କିମ୍ବା ଚିନିର ଅତ୍ୟଧିକ  ବ୍ୟବହାର  ଶରୀରରେ ଖରାପ କୋଲେଷ୍ଟ୍ରଲକୁ ବଢାଇଥାଏ । ପ୍ରକୃତରେ ମିଠା କମ ଘନତା ଲିପୋପ୍ରୋଟେନ କୋଲେଷ୍ଟ୍ରଲ  ବଢିଥାଏ । ଏହି କାରଣରୁ ମଧୁମେହ ଏବଂ ହୃଦରୋଗର  ଆଶଙ୍କା ମଧ୍ୟ ବଢିଥାଏ । ଉଚ୍ଚ କୋଲେଷ୍ଟ୍ରଲ କ୍ଷେତ୍ରରେ ପୂର୍ଣ୍ଣ  ଚର୍ବି ଦୁଗ୍ଧଜାତ ଦ୍ରବ୍ୟର ବ୍ୟବହାର ମଧ୍ୟ କମ  କରିବା ଉଚିତ  କାରଣ ଏହା ଶରୀରରେ ଚର୍ୱି ବଢାଇଥାଏ । ଯେଉଁ କାରଣରୁ ଆପଣ ଉଚ୍ଚ କୋଲେଷ୍ଟ୍ରଲ ର ଶିକାର ହୋଇପାରନ୍ତି । ଅଧିକ ଚର୍ବି ଯୁକ୍ତ ଖାଦ୍ୟ ଉଚ୍ଚ  କୋଲେଷ୍ଟ୍ରଲ ସମେତ ଅନେକ ରୋଗ ସୃଷ୍ଟି କରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking