17.1 C
Bhubaneswar
Wednesday, February 11, 2026
Homeଓଡିଶାଡିଏଲ ନିୟମରେ ପରିବର୍ତ୍ତନ

ଡିଏଲ ନିୟମରେ ପରିବର୍ତ୍ତନ

ଭୁବନେଶ୍ୱର: ଡ୍ରାଇଭିଙ୍ଗ ଲାଇସେନ୍ସ ନିୟମରେ ବଡ ପରିବର୍ତ୍ତନ । ଲାଇଟ ଲାଇସେନ୍ସରେ ଚଳାଇ ହେବ ଭାରୀ ଯାନ । ଏଲଏମଭି ଲାଇସେନ୍ସ ପାଇଥିବା ଗାଡି ଚାଳକ ଭାରୀ ଯାନ ଚଳାଇ ପାରିବେ । ଏଥିପାଇଁ ଆଉ ଅଲଗା ଅଥରାଇଜେସନର ଆବଶ୍ୟକତା ନାହିଁ । ୭ ହଜାର ୫ଶହ କିଲୋ ଓଜନ ପର୍ଯ୍ୟନ୍ତ ଭାରିଯାନ ଚଲାଇ ପାରିବେ । ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠଙ୍କ ନିର୍ଦ୍ଦେଶ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking