ଭୁବନେଶ୍ୱର: ଦୀପାବଳୀ ତାରିଖ ଦ୍ୱନ୍ଦ୍ୱ ଦୂର କଲା ମୁକ୍ତି ପଣ୍ଡିତ ମହାସଭା । ୨୦ ତାରିଖରେ ପୟାଶ୍ରାଦ୍ଧ ଓ ଦୀପାବଳି ପାଳନ କରାଯାଉ । ଏନେଇ ପ୍ରେସମିଟରେ ସ୍ପଷ୍ଟ କଲା ପୁରୀ ମଣ୍ଡପ ପଣ୍ଡିତ ସଭା । ୨୦ତାରିଖ ଅପରାହ୍ନ ୩ଟା ୨୩ ପରଠୁ ପୟାଶ୍ରାଦ୍ଧ । ଦୀପାବଳି ପାଳନ ହେବ । ୨୧ ତାରିଖରେ ମାତ୍ର ୧୪ ମିନିଟ ପାଇଁ ଅମାବାସ୍ୟା ରହିଛି । ତେଣୁ ୨୧ରେ ପାଳନ କରନ୍ତୁ ନାହିଁ ଏହା ଶାସ୍ତ୍ର ବିରୋଧୀ ହେବ ।










