20.1 C
Bhubaneswar
Saturday, December 6, 2025
Homeଓଡିଶାବିଭିନ୍ନ ବନ୍ଦର ପାଇଁ ବିପଦ ସଂକେତ ଜାରି

ବିଭିନ୍ନ ବନ୍ଦର ପାଇଁ ବିପଦ ସଂକେତ ଜାରି

ଭୁବନେଶ୍ୱର: ବାତ୍ୟାକୁ ଦୃଷ୍ଟିରେ ରଖି  ବିଭିନ୍ନ ବନ୍ଦର ପାଇଁ ବିପଦ ସଂକେତ ଜାରି । ଗୋପାଳପୁର ବନ୍ଦର ପାଇଁ ୩ନଂ  ବିପଦ ସଂକେତ ଜାରି । ଅନ୍ୟ ବନ୍ଦର ପାଇଁ ୨ ନମ୍ବର ବିପଦ ସଂକେତ ଜାରି କରାଯାଇଛି । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର  ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି । ଅନ୍ୟପଟେ ବର୍ଷା ହେବା ପରେ  ଧସିଲା ପାହାଡ ।  ଗଜପତି ଜିଲ୍ଲାର ଗରବା ଓ ଲିଙ୍ଗା ମଝିରେ ଭୂସ୍ଖଳନ ହୋଇଛି । ପାହାଡ ଧସିବା ଫଳରେ ରାସ୍ତା ଅବରୋଧ  ହୋଇଛି । ଯାତାୟତ ଠପ ହୋଇଛି । ଗୁମ୍ମା- କାଶ୍ମୀରନଗରକୁ ସଂଯୋଗ କରୁଥିଲା ରାସ୍ତା । ରାସ୍ତା ପରିଷ୍କାର ପାଇଁ ପ୍ରଶାସନର ପ୍ରସ୍ତୁତି ଆରମ୍ଭ ହୋଇଛି । ଜେସିବି ଲଗାଇ ମାଟି ଅତଡା ସଫା କରୁଛି ପ୍ରଶାସନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking