13.1 C
Bhubaneswar
Sunday, December 7, 2025
Homeଓଡିଶାମହିଳା ବାଚସ୍ପତିଙ୍କୁ ଅସମ୍ମାନ ନିନ୍ଦନୀୟ : ଚିକିଟି ବିଧାୟକ

ମହିଳା ବାଚସ୍ପତିଙ୍କୁ ଅସମ୍ମାନ ନିନ୍ଦନୀୟ : ଚିକିଟି ବିଧାୟକ

ଭୁବନେଶ୍ୱର : ବିଧାନସଭାରେ ବିରୋଧୀ କେବଳ ଡ୍ରାମା କରୁଛନ୍ତି । ଆଜି ଗୃହରେ ବିଜେଡି ସଦସ୍ୟଙ୍କ ତୁମୁଳକାଣ୍ଡରେ ଏଭଳି କହିଛନ୍ତି ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରା । ସେ କହିଛନ୍ତି ଯେ ବିଧାନସଭାରେ ବିରୋଧୀ ଆଲୋଚନା କରିବାକୁ ଚାହୁଁନାହାନ୍ତି । କେବଳ ଡ୍ରାମା କରୁଛନ୍ତି । ମୁଲତବୀ ପ୍ରସ୍ତାବ ଆଣୁଛନ୍ତି କିନ୍ତୁ ଆଲୋଚନା କରୁନାହାନ୍ତି । ବିରୋଧୀ ବିଜେଡି ସଦସ୍ୟ ମହିଳା ବାଚସ୍ପତିଙ୍କୁ ସମ୍ମାନ ଦେବା ଶିଖିନାହାନ୍ତି ଯାହା ନିନ୍ଦନୀୟ ବୋଲି ଚିକିଟି ବିଧାୟକ କହିଛନ୍ତି । ଏହାଛଡ଼ା ସତ୍ୟର ସାମନା କରିବାକୁ ବିରୋଧୀ ଡରୁଛନ୍ତି ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking