30.1 C
Bhubaneswar
Thursday, February 5, 2026
Homeଓଡିଶାବିସ୍ଥାପିତଙ୍କ ଖଣି ବନ୍ଦ ଡାକରା

ବିସ୍ଥାପିତଙ୍କ ଖଣି ବନ୍ଦ ଡାକରା

ସୁନ୍ଦରଗଡ଼:ଆଜି ଓସିପିଏଲ ମନୋହରପୁର କୋଇଲା ଖଣି ବିସ୍ଥାପିତ ଖଣି ବନ୍ଦ ଆନ୍ଦୋଳନ କରିଛନ୍ତି। ଖଣି ଅଫିସ ଆଗରେ ଧାରଣା ଦେଇ କୋଇଲା ଉତ୍ତୋଳନ ଓ ପରିବହନ ସହ ସମସ୍ତ ପ୍ରକାର କାର୍ଯ୍ୟ ବନ୍ଦ କରି ଦେଇଛନ୍ତି। ସାନଘୁମୁଡ଼ା, ଡୁଲିଙ୍ଗା ଓ ମନୋହରପୁର ଗାଁର ଆଦିବାସୀଙ୍କୁ ଜଙ୍ଗଲ ଜମି ଅଧିକାର  ପ୍ରାପ୍ୟ ଓ ବିସ୍ଥାପିତ ପରିବାରର ଝିଅମାନଙ୍କୁ ପଣ ନାତୁଣୀ କହି ପୁନର୍ବାସ ଓ ଥଇଥାନ ନୀତିରେ ସାମିଲ କରାଯାଉ ନାହିଁ। ଏହାକୁ ବିରୋଧ କରି ପ୍ରଭାବିତ ଆନ୍ଦୋଳନ କରି ଆସୁଛନ୍ତି। ହେଲେ  ପ୍ରଶାସନ ଏମାନଙ୍କ ଦାବିକୁ ଯଥାର୍ଥ କହୁଥିଲେ ମଧ୍ୟ କୌଣସି ପଦକ୍ଷେପ ନେଉ ନଥିବାରୁ ସୋମବାର ସକାଳୁ ଯୁବନେତା ଡ.ହିମାଂଶୁ ଶେଖର ଷଡ଼ଙ୍ଗୀଙ୍କ ନେତୃତ୍ବରେ ବିସ୍ଥାପିତ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking