19.1 C
Bhubaneswar
Tuesday, February 3, 2026
Homeଓଡିଶାଅନାସ୍ଥା ପ୍ରସ୍ତାବ ଖାରଜ ; ପଦ ବଜାୟ ରଖିଲେ ନିମାପଡା ଏନଏସି ଅଧ୍ୟକ୍ଷା

ଅନାସ୍ଥା ପ୍ରସ୍ତାବ ଖାରଜ ; ପଦ ବଜାୟ ରଖିଲେ ନିମାପଡା ଏନଏସି ଅଧ୍ୟକ୍ଷା

ନିମାପଡ଼ା : ନିମାପଡ଼ା ରେ ଚେୟାର ମ୍ୟାନ ଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଖାରଜ । ସସ୍ମିତା ସାହୁ ଙ୍କ ବିରୁଦ୍ଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଖାରଜ । ଦୁଇ ତୃତୀୟାଂଶ ଭୋଟ ସସ୍ମିତା ସାହୁ ଙ୍କ ବିରୁଦ୍ଧରେ ଆସି ନଥିବା ରୁ ସସ୍ମିତା ସାହୁ ଙ୍କ ପଦ ବଜାୟ ରହିଲା । ସୂଚନା ଦେଲେ ନିମାପଡ଼ା ଏନ ଏ ଏସି କାର୍ଯ୍ୟ ନିର୍ବାହି ଅଧିକାରୀ ସରୋଜ କୁମାର ଆଚାର୍ଯ୍ୟ । ଆଜି ନିମାପଡ଼ା ଏନ ଏ ଏସି କାର୍ଯ୍ୟାଳୟ ରେ ଅନାସ୍ଥା ଭୋଟ ହୋଇଥିଲା ଅନାସ୍ଥା ଭୋଟ ରେ ୭ ଜଣ କାଉନସିଲର ଚେୟାର ମ୍ୟାନ ଙ୍କ ବିରୁଦ୍ଧରେ ଭୋଟ ଦେଇଥିବା ବେଳେ ଜଣେ କାଉ ନସିଲର ନିଜ ଭୋଟ ନାକଚ କରିଥିଲେ । ଅନ୍ୟ ଜଣେ ଭୋଟ ଦାନରୁ ବିରତ ରହିଥିବା ରୁ ଅଧଃକ୍ଷା ସସ୍ମିତା ସାହୁ ଙ୍କ ବିରୁଦ୍ଧରେ ଦୁଇ ତୃତୀୟାଂଶ ମତଦାନ ରୁ କମ ଭୋଟ ଥିବାରୁ ସସ୍ମିତା ସାହୁ ଙ୍କ ବିରୁଦ୍ଧରେ ଅନାସ୍ଥା କାଟ ଖାଇଥିବା ବେଳେ ସସ୍ମିତା ସାହୁ ଙ୍କ ଅଧଃକ୍ଷା ପଦ ବଜାୟ ରହିଲା

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking