31.1 C
Bhubaneswar
Thursday, June 19, 2025
Homeଓଡିଶାଜନଜାଗରଣ କାର୍ଯ୍ୟକ୍ରମକୁ ଆସିଲେନି ବିଜେଡି ଅସନ୍ତୁଷ୍ଟ ନେତା

ଜନଜାଗରଣ କାର୍ଯ୍ୟକ୍ରମକୁ ଆସିଲେନି ବିଜେଡି ଅସନ୍ତୁଷ୍ଟ ନେତା

ଭୁବନେଶ୍ୱର: ବିଜେଡିର ଜନଜାଗରଣ କାଯ୍ୟକ୍ରମକୁ ଆସିଲେନି ଅସନ୍ତୁଷ୍ଟ ନେତା । ରାଜା ସ୍ୱାଇଁ  , ଭୂପିନ୍ଦର ସିଂହ , ପ୍ରଫୁଲ୍ଲ ମଲ୍ଲିକ ଆସିଲେ ନାହିଁ । ଶଶିଭୂଷଣ ବେହେରା ଓ ସାଂସଦ ମୁନା ଖାନ ବି ଆସିଲେନି । ନିକଟ ଅତୀତରେ ଦଳ ପରିଚାଳନା ନେଇ ମତ ରଖି ବିବାଦୀୟ ହୋଇଥିଲେ । ଦଳ ପକ୍ଷରୁ କୁହାଯାଇଛି ଯେ ବ୍ୟକ୍ତିଗତ କାରଣ ପାଇଁ ଆସି ନାହାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking