ପିପିଲି: ଦିବ୍ୟାଙ୍ଗ ଯୁବତୀକୁ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ ଅଭିଯୋଗ ହୋଇଛି । ହତ୍ୟା ଉଦ୍ୟମ ବେଳେ ଅଭିଯୁକ୍ତ ଯୁବକଙ୍କୁ ଧରିଲେ ଗାଁ ଲୋକେ । ଦିବ୍ୟାଙ୍ଗ ଯୁବତୀର ଚିତ୍କାଲ ଶୁଣି ଉଦ୍ଧାର କରିଛନ୍ତି ଲେକେ । ଦୁଷ୍କର୍ମ ପରେ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ସୂଚନା ପାଇବା ମାତ୍ରେ ପୋଲିସ ପୀଡିତା ଦିବ୍ୟାଙ୍ଗ ଯୁବତୀକୁ ଉଦ୍ଧାର କରି ଛାନଭିନ କରୁଛି ।