14.1 C
Bhubaneswar
Sunday, December 7, 2025
Homeଓଡିଶାଦିବ୍ୟାଙ୍ଗ ଯୁବତୀଙ୍କୁ ନିର୍ଘାତ ମାଡ଼

ଦିବ୍ୟାଙ୍ଗ ଯୁବତୀଙ୍କୁ ନିର୍ଘାତ ମାଡ଼

ଭୁବନେଶ୍ୱର : ବିଦ୍ୟାଳୟରେ ପରିସ୍ରା ଓ ବାନ୍ତି କରିବାରୁ ଦିବ୍ୟାଙ୍ଗ ଯୁବତୀଙ୍କୁ ନିର୍ଘାତ ମାଡ଼। ଉଦଳା ଭୀମତାଳି ହାଇସ୍କୁଲରେ ଘଟିଛି ଏଭଳି ଅଭାବନୀୟ ଘଟଣା। ସ୍କୁଲକୁ ଭୁଲରେ ଚାଲି ଆସିଥିବା ଦିବ୍ୟାଙ୍ଗ ଯୁବତୀକୁ ନିର୍ଧୁମ ମାଡ଼ ମାରିଥିଲେ ଛାତ୍ରଛାତ୍ରୀ ।  ସୂଚନା ଅନୁସାରେ ଉଦଳା ଥାନା ମଦନାପାଳ ଗାଁର ଜଣେ ଦିବ୍ୟାଙ୍ଗ ଯୁବତୀ ନିକଟରେ ଥିବା ଭୀମତାଳି ହାଇସ୍କୁଲ ଚାଲିଯାଇଥିଲେ। ଆଉ ସ୍କୁଲ ପରିସରରେ ପରିସ୍ରା କରିବା ସହ ବାନ୍ତି କରିଥିଲେ । ଆଉ ଏହାକୁ ଦେଖି ସ୍କୁଲର ଜଣେ ଛାତ୍ର ଦିବ୍ୟାଙ୍ଗ ଯୁବତୀଙ୍କୁ ଅତି ନିର୍ଦ୍ଦୟ ଭାବେ ମାଡ଼ ମାରିଥିଲେ। ମାନସିକ ବିକାରଗ୍ରସ୍ତ ଯୁବତୀକୁ ଏଭଳି ମାଡ଼ ମାରିବା ନେଇ ପରିବାର ଲୋକେ କ୍ଷୁବ୍ଧ ହେବା ସହ ଏନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking