26.8 C
Bhubaneswar
Wednesday, June 25, 2025
Homeଓଡିଶାଦୀଘା ମନ୍ଦିର ବିବାଦ:  ପୁରୀ ପ୍ରଭାବିତ ହେବନି- ପ୍ରଭାତୀ

ଦୀଘା ମନ୍ଦିର ବିବାଦ:  ପୁରୀ ପ୍ରଭାବିତ ହେବନି- ପ୍ରଭାତୀ

ଭୁବନେଶ୍ୱର: ଦୀଘା ମନ୍ଦିର ବିବାଦ ନେଇ  ମମତା ବାନାର୍ଜୀଙ୍କୁ ପ୍ରଭାତୀ ପରିଡା କଡା ଜବାବ ଦେଇଛନ୍ତି । ପୁରୀକୁ ବୟକଟ କଥା କହୁଛନ୍ତି, ପୁରୀ ଫୋକସକୁ ଆସିଲା । ପୁରୀ ପଯ୍ୟଟନ ଆଦୌ ପ୍ରଭାବିତ ହେବନି । କାହା ନାଲି ଆଖି ପୁରୀରେ କାମ ଦେବନି । ମମତାଙ୍କ ଏଭଳି ଆଚରଣ ଶୋଭନୀୟ ନୁହେଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking