27.1 C
Bhubaneswar
Thursday, May 22, 2025
Homeଓଡିଶାଦୀଘା ଜଗନ୍ନାଥ ମନ୍ଦିର ପ୍ରସଙ୍ଗ , ଦୋଷୀକୁ ଦଣ୍ଡ ଦିଆଯାଉ:  ଛତିଶା ନିଯୋଗ

ଦୀଘା ଜଗନ୍ନାଥ ମନ୍ଦିର ପ୍ରସଙ୍ଗ , ଦୋଷୀକୁ ଦଣ୍ଡ ଦିଆଯାଉ:  ଛତିଶା ନିଯୋଗ

ଭୁବନେଶ୍ୱର: ଦୀଘା ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ  ଆଇନର ଆଶ୍ରୟ ନେବାକୁ  ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଛତିଶା ନିଯୋଗ ନାୟକଙ୍କ ପରାମର୍ଶ । ଜଗନ୍ନାଥ ଧାମ ଦୀଘା   ସଂପୂଣ୍ଣ ନିନ୍ଦନୀୟ । ଜଗନ୍ନାଥ ଧାମ ଦୀଘା ଶବ୍ଦ ପ୍ରତ୍ୟାହାର ପାଇଁ ଅନୁରୋଧ କରାଯାଉ । ଏନେଇ ରାଜ୍ୟ ସରକାର ପଶ୍ଚିମବଙ୍ଗ ସରକାରଙ୍କୁ ଅନୁରୋଧ କରିଛନ୍ତି । ଆବଶ୍ୟକ ହେଲେ ଆଇନର ପରାମର୍ଶ ନେବାକୁ ଅନୁରୋଧ କଲେ । ଦାରୁର ବଳକା ଅଂଶ କୋଇଲି ବୈକୁଣ୍ଠରେ ରହି ଆସୁଥିଲା । କିନ୍ତୁ ନବକଳେବରର ବଳକା ଦାରୁ ଗୋଟିଏ ନିଯୋଗ ଦାୟିତ୍ୱରେ ଥିଲା । ଗୋଟିଏ ନିଯୋଗ ଦାୟିତ୍ୱରେ ରହିବା ଦ୍ୱାରା  ବିଶୃଙ୍ଖଳା ସୃଷ୍ଟି ହୋଇଛି । ବଳକା ଦାରୁରେ ଅନ୍ୟ ଜଗନ୍ନାଥ ମୂର୍ତ୍ତି ନିର୍ମାଣ ସଂପୂଣ୍ଣ ଅନୁଚିତ । ଶ୍ରୀ ମନ୍ଦିର ପ୍ରଶାସନ ତଦନ୍ତ କରି ଦୋଷୀକୁ ଦଣ୍ଡ ଦିଅନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking