28.1 C
Bhubaneswar
Thursday, June 5, 2025
Homeଓଡିଶାସର୍ତ୍ତ ରଖି ବିଜେପିରେ ଯୋଗଦେଇନି : ମମତା

ସର୍ତ୍ତ ରଖି ବିଜେପିରେ ଯୋଗଦେଇନି : ମମତା

ଭୁବନେଶ୍ୱର : ଭୁବନେଶ୍ୱରରେ ପହଞ୍ଚିବା ପରେ ମମତା ମହନ୍ତଙ୍କ ପ୍ରତିକ୍ରିୟା । ଦଳ ଯେଉଁ ଦାୟିତ୍ୱ ଦେବ ସୁଚାର ରୂପେ ପାଳନ କରିବି କହିଲେ । ମୁଁ କୌଣସି ସର୍ତ୍ତ ରଖି ବିଜେପିରେ ଯୋଗଦେଇନି । ସବକା ସାଥ ସବକା ବିକାଶ ରେ ବିଶ୍ୱାସ କରି ଯୋଗଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking