28.1 C
Bhubaneswar
Tuesday, March 31, 2026
Homeଓଡିଶାନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଗୋଡ ଧରିଲେ ଦିବ୍ୟାଙ୍ଗ

ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଗୋଡ ଧରିଲେ ଦିବ୍ୟାଙ୍ଗ

ଭୁବନେଶ୍ୱର : ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଗୋଡ ଧରିଲେ ଦିବ୍ୟାଙ୍ଗ ।  ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଏଭଳି ଦୃସ୍ୟ ଦେଖିବାକୁ ମିଳିଥିଲା ।  ନିଜ ଅଭିଯୋଗ ଜଣାଇବା ପାଇଁ  ବାଲେଶ୍ୱରରୁ  ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଧାଇଁ ଆସିଛନ୍ତି ଏହି ବ୍ୟକ୍ତି । ଘରେ ଭାଇମାନେ ଚାକିରୀ କରୁଛନ୍ତି କିନ୍ତୁ ବାପା ବଞ୍ଚିଥିବା ସମୟରେ  ତାଙ୍କୁ  ସବୁ ସମ୍ପତ୍ତି  କରାଇବା ସହିତ  ଘରୁ ବାହାର କରିଦେବା ପାଇଁ କହିଛନ୍ତି  । ଏବେ ୩ ବଢିଲା ଝିଅକୁ ନେଇ  ପାଲଟାଣି ରହୁଥିବା ନେଇ ଅଭିଯୋଗ କରି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି  । ଅଭିଯୋଗ କହିବା ସମୟରେ ଛଳଛଳ ଆଖିରେ  ଭାବବିହୋଳ ହୋଇପଡି  ନ୍ୟାୟ ଭିକ୍ଷା କରିଛନ୍ତି ଦିବ୍ୟାଙ୍ଗ ଜଣଙ୍କ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking