13.1 C
Bhubaneswar
Sunday, December 7, 2025
Homeଓଡିଶାଗଞ୍ଜାମରେ ପୁଣି ଝାଡ଼ାବାନ୍ତି: ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି

ଗଞ୍ଜାମରେ ପୁଣି ଝାଡ଼ାବାନ୍ତି: ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି

ଗଞ୍ଜାମ: ଗଞ୍ଜାମ  ସାନଖେମୁଣ୍ଡିରେ ଝାଡା ବାନ୍ତି ଆତଙ୍କ ।  ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି  ଗତକାଲି ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ   ଅନ୍ୟ ଜଣେ ଗୁରୁତରଙ୍କ  ବ୍ରହ୍ମପୁରରେ  ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଆଜି ସକାଳେ ପୁଣି ୪ ଜଣ ଆକ୍ରାନ୍ତଙ୍କୁ ଗୁରୁତର ଅବସ୍ଥାରେ ଦିଗପହଣ୍ଡି ମେଡିକାଲକୁ ଆମ୍ବୁଲାନ୍ସ ଯୋଗେ ପଠାଯାଇଥିବା ସୂଚନା ମିଳିଛି। ସାନଖେମୁଣ୍ଡି ବ୍ଲକ ଟି. ଗୋବିନ୍ଦପୁର ପଞ୍ଚାୟତ ଦାମପୁର ରାସ୍ତା ଅବସ୍ଥା ଶୋଚନୀୟ ଯୋଗୁଁ ରୋଗୀ ସ୍ଥାନାନ୍ତର ପାଇଁ ସମସ୍ୟା ସୃଷ୍ଟି ହେଉଥିବା ସୂଚନା ଦେଇଛନ୍ତି ସରପଞ୍ଚ । ଦିଗପହଣ୍ଡି ଉସ୍ତପଲି ଗାଁରେ ସାନଖେମୁଣ୍ଡିବ୍ଲକ୍ ପୋମାରି ଓ କଂସାମାରୀରେ ଡାଇରିଆ ଆତଙ୍କ ବଢ଼ିବାରେ ଲାଗିଛି। 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking