31.7 C
Bhubaneswar
Tuesday, April 8, 2025
Homeଓଡିଶାଅନୁଗୁଳରେ ବ୍ୟାପିଲା ଝାଡ଼ାବାନ୍ତି: କାରଣ ଖୋଜୁଛି ଏହି ଡାକ୍ତରୀ ଟିମ୍

ଅନୁଗୁଳରେ ବ୍ୟାପିଲା ଝାଡ଼ାବାନ୍ତି: କାରଣ ଖୋଜୁଛି ଏହି ଡାକ୍ତରୀ ଟିମ୍

ଅନୁଗୁଳ: ଅନୁଗୁଳରେ ବ୍ୟାପିଲା ଝାଡ଼ାବାନ୍ତି, କଣିହାଁ ବ୍ଲକ ଗହମ ଗାଁରେ ୧୦୦ରୁ ଉର୍ଦ୍ଧ୍ୱ ଲୋକ ଆକ୍ରାନ୍ତ । ୱାଟର ସପ୍ଲାଇ ପାଣି ପିଇ ଲୋକମାନେ ଆକ୍ରାନ୍ତ ହେବା ନେଇ ସନ୍ଦେହ ବଢିଛି । ଡାକ୍ତରୀ ଟିମ୍ ଘଟଣା ସ୍ଥଳରେ ପହଁଚି ପାଣି ନମୁନା ପରୀକ୍ଷା କରିଛନ୍ତି । କାହିଁକି ଓ କେଉଁ କାରଣରୁ ଝାଡ଼ାବାନ୍ତି ବ୍ୟାପିଛି ତାର କାରଣ ଖୋଜୁଛି ଏହି ଡାକ୍ତରୀ ଟିମ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking