29.1 C
Bhubaneswar
Thursday, July 10, 2025
Homeଓଡିଶାଝାଡାବାନ୍ତି; ଆସନ୍ତା ୩ ତାରିଖରେ ହେବ ପରବର୍ତ୍ତୀ ଶୁଣାଣି: ହାଇକୋର୍ଟ

ଝାଡାବାନ୍ତି; ଆସନ୍ତା ୩ ତାରିଖରେ ହେବ ପରବର୍ତ୍ତୀ ଶୁଣାଣି: ହାଇକୋର୍ଟ

କଟକ: ଝାଡାବାନ୍ତିକୁ ନେଇ  ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି ।  ସହରକୁ ସଂକ୍ରମଣମୁକ୍ତ ରଖିବାକୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, ସିଏମସିକୁ ନିର୍ଦ୍ଦେଶ ଦେଇଛନ୍ତି ।  ଡ୍ରେନର ରକ୍ଷଣାବେକ୍ଷଣ  ଜଳବନ୍ଦୀ ଅଞ୍ଚଳରୁ ଜଳ ନିଷ୍କାସନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୱାଟକୋକୁ ପାନୀୟ ଜଳ ଯୋଗାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।  ନିର୍ଦ୍ଦେଶର କାଯ୍ୟକାରିତା ସତ୍ୟପାଠରେ ଦେବାକୁ କହିଲେ । କଟକ ସହର ସମସ୍ୟା ସମ୍ପର୍କିତ ଜନସ୍ୱାର୍ଥ ମାମଲା ଶୁଣାଣିରେ ନିର୍ଦ୍ଦେଶ ଦିଆଯାଇଛି ।  ଆସନ୍ତା ୩ ତାରିଖରେ ହେବ ପରବର୍ତ୍ତୀ ଶୁଣାଣି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking