14.1 C
Bhubaneswar
Monday, December 8, 2025
Homeଓଡିଶାଜଟଣୀରେ ଝାଡାବାନ୍ତି: ଜଣେ ମୃତ

ଜଟଣୀରେ ଝାଡାବାନ୍ତି: ଜଣେ ମୃତ

ଜଟଣୀ: ଜଟଣୀ ରାଣୀପୁରରେ ଆତଙ୍କ ଖେଳାଇଛି ଝାଡାବାନ୍ତି । ଝାଡାବାନ୍ତିରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ୨୦ ଜଣ ଆକ୍ରାନ୍ତ ହୋଇଛନ୍ତି । ବେଣାପଞ୍ଜୁରୀ ପଞ୍ଚାୟତର ରାଣୀପୁର ଗାଁରେ ମେଡିକାଲ ଟିମ୍ ପହଞ୍ଚିଛନ୍ତିି । ପାଣି ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛନ୍ତି । ସ୍ଥାନୀୟ ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ସଚେତନ କରାଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking