17.1 C
Bhubaneswar
Tuesday, December 16, 2025
Homeଓଡିଶାଡାଇରିଆ: ଜୁଲାଇ ୩୧ ପଯ୍ୟନ୍ତ ଅଭିଯାନ

ଡାଇରିଆ: ଜୁଲାଇ ୩୧ ପଯ୍ୟନ୍ତ ଅଭିଯାନ

ଭୁବନେଶ୍ୱର: ରାଜ୍ୟରେ ଡାଇରିଆ ନିରାକରଣ ପାଇଁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ । ଏନେଇ ସୂଚନା ଦେଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ସଂଯୁକ୍ତା  ସାହୁ । ଏହି ଅଭିଯାନ ଦେଢ ମାସ ଧରି ଜୁଲାଇ ୩୧ ତାରିଖ ପଯ୍ୟନ୍ତ ଚାଲିବ । ଲୋକଙ୍କୁ ଓଆରଏସଓ ଜିଙ୍କ ଯୋଗାଇବାକୁ  ସବସେଣ୍ଟରକୁ ଦିଆଯାଇଛି ।  ଯାଜପୁର ଜିଲ୍ଲାରେ ମୃତ ରୋଗୀଙ୍କ ନମୁନାରୁ କଲେରା ଭୂତାଣୁ ମିଳୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking