28.1 C
Bhubaneswar
Thursday, June 12, 2025
Homeଓଡିଶାଦୀଘାରେ ଧାମ ବିବାଦ: ପ୍ରଧାନମନ୍ତ୍ରୀଙ୍କୁ  ସୁଦର୍ଶନ ପଟ୍ଟନାୟକଙ୍କ ଚିଠି

ଦୀଘାରେ ଧାମ ବିବାଦ: ପ୍ରଧାନମନ୍ତ୍ରୀଙ୍କୁ  ସୁଦର୍ଶନ ପଟ୍ଟନାୟକଙ୍କ ଚିଠି

ଭୁବନେଶ୍ୱର: ଦୀଘାରେ ଧାମ ବିବାଦ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି  ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଏନେଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ ପାଇଁ ଅନୁରୋଧ କଲେ । ଦଘାରେ ଜଗନ୍ନାଥ ମନ୍ଦିର ନିର୍ମାଣ ସ୍ୱାଗତେଯାଗ୍ୟ କାଯ୍ୟ ।  ମାତ୍ର ମୁଖ୍ୟମନ୍ତ୍ରୀ ମମତା ଏହାକୁ ଜଗନ୍ନାଥ ଧାମ  ଘୋଷଣା କରିବା ଅଗ୍ରହଣୀୟ । ଜଗନ୍ନାଥ ଧାମ କହିବା କୋଟି କୋଟି ଶ୍ରଦ୍ଧାଳୁଙ୍କ ଧାର୍ମିକ ଭାବନାକୁ ଆଘାତ ଦେଉଛି । ଶାସ୍ତ୍ର ଅନୁସାରେ ପୁର ହିଁ ଏକମାତ୍ର ଜଗନ୍ନାଥ ଧାମ ।  ଅନ୍ୟ କୌଣସି ସ୍ଥାନକୁ  ଧାମ କହିବା ହିନ୍ଦୁ ଧର୍ମ, ସଂସ୍କୃତିର ବିରୋଧଭାଷ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking