29.1 C
Bhubaneswar
Friday, June 20, 2025
Homeଦେଶ ବିଦେଶଡିଜିଏମଓସ୍ତରୀୟ ଆଲୋଚନା ଶେଷ

ଡିଜିଏମଓସ୍ତରୀୟ ଆଲୋଚନା ଶେଷ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଡିଜିଏମଓସ୍ତରୀୟ ଆଲୋଚନା ଶେଷ । ଅସ୍ତ୍ରବିରତି ସହମତି ପରେ ପ୍ରଥମ ଥର ପାଇଁ କଲେ ଆଲୋଚନା । ଭାରତ-ପାକିସ୍ତାନ ଡିଜିଏମଓ ଆଲୋଚନା ଆଜି ପାଇଁ ଶେଷ ହୋଇଛି। ପାକିସ୍ତାନର ବଡି ଲାଙ୍ଗୁଏଜେ ପ୍ରତିରକ୍ଷାମୂଳକ ରହିଥିଲା। ପାକିସ୍ତାନ ଆଉ ଏହି ବିବାଦକୁ ଆଗକୁ ନେବ ନାହିଁ। ପାକିସ୍ତାନ କହିଛି ଯେ ଏହା ଅସ୍ତ୍ରବିରତି ଉଲ୍ଲଂଘନ କରିବ ନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking