ନୂଆଦିଲ୍ଲୀ: ବିମାନ ସୁରକ୍ଷା ନେଇ ଡିଜିସିଏର ବଡ଼ ପଦକ୍ଷେପ । ବିମାନ ପରିଚାଳନା ନେଇ ହେବ ବିସ୍ତୃତ ସ୍ବତନ୍ତ୍ର ଅଡିଟ୍ । ଏନେଇ ଡିଜିସିଏର ପକ୍ଷରୁ ନୂଆ ଫ୍ରେମୱାର୍କ ପ୍ରସ୍ତୁତ ହୋଇଛି । ବିମାନର ବ୍ୟବସ୍ଥାଗତ ତ୍ରୁଟି ଚିହ୍ନଟ କରିବ ସ୍ବତନ୍ତ୍ର ଅଡିଟ୍ । ରକ୍ଷଣାବେକ୍ଷଣ, ମରାମତିର ହେବ ପୁଙ୍ଖାନୁପୁଙ୍ଖ ଯାଞ୍ଚ ।










