ଭୁବନେଶ୍ୱର: ରାଉରକେଲା ବିମାନ ଦୁର୍ଘଟଣା ଘଟଣାରେ ସନ୍ଧ୍ୟ ସୁଦ୍ଧା ପହଞ୍ଚିବେ ଡିଜିସିଏ ଟିମ୍ । ଏଏଆଇବି ଟିମ୍ କାଲି ସୁଦ୍ଧା ରାଉରକେଲା ପହଞ୍ଚିବା ନେଇ ସୂଚନା ମିଳିଛି । ସମନ୍ୱୟ ପାଇଁ ଭୁବନେଶ୍ୱରରୁ ୨ ବେସାମରିକ ବିମାନ ଚଳାଚଳ କର୍ମଚାରୀ ଗଲେ । ଘଟଣାକୁ ତଦାରଖ କରୁଛନ୍ତି ପରିବହନ ବିଭାଗ ପ୍ରମୁଖ ସଚିବ । କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା ସହ ମୋବାଇଲ୍ ନମ୍ବର ୯୮୬୧୦୯୬୩୭୧ ଜାରି କରାଯାଇଛି ।









