17.1 C
Bhubaneswar
Wednesday, February 11, 2026
Homeଓଡିଶାଡିଏଫଓ ନିତ୍ୟାନନ୍ଦ ନାୟକ ଗିରଫ

ଡିଏଫଓ ନିତ୍ୟାନନ୍ଦ ନାୟକ ଗିରଫ

କେନ୍ଦୁଝର: କେନ୍ଦୁଝର କେନ୍ଦୁପତ୍ର ଡିଭିଜନ ଡିଏଫଓ ନିତ୍ୟାନନ୍ଦ ନାୟକ ଗିରଫ ହୋଇଛନ୍ତି ।   ନିତ୍ୟାନନ୍ଦଙ୍କୁ  ନିଆଗଲା କେନ୍ଦୁଝର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ୩ ଦିନ ହେବ ଚଢାଉ ଜାରି ରଖିଥିଲା ଭିଜିଲାନ୍ସ ଟିମ । ୮ ଲକ୍ଷ ୫୦ ହଜାର ଟଙ୍କା ସହ ସରକାରୀ କ୍ୱାର୍ଟର୍ସରୁ ମିଳିଛି ଗୋଟିଏ ବନ୍ଧୁକ । ୧୧୫ ପ୍ଲଟ ଠାବ ଓ ୧୦ ଲକ୍ଷରୁ ଅଧିକ ଟଙ୍କା ଜବତ କରାଯାଇଛି । ଜମି କାଗଜପତ୍ର  ଓ ବ୍ୟାଙ୍କ ପାସବୁକ ମଧ୍ୟ ଜବତ କରାଯାଇଛି ।  ଭିଜିଲନ୍ସ ଟିମ ଏକକାଳୀନ ୭ଟି ଜାଗାରେ  ଚଢାଉ କରିଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking