24.1 C
Bhubaneswar
Wednesday, March 11, 2026
Homeଓଡିଶାବ୍ୟାସନଗର କାଳୀପୂଜା ଭଶାଣିରେ ଶ୍ରଦ୍ଧାଳୁଙ୍କ ସମାଗମ  

ବ୍ୟାସନଗର କାଳୀପୂଜା ଭଶାଣିରେ ଶ୍ରଦ୍ଧାଳୁଙ୍କ ସମାଗମ  

ଯାଜପୁର: ଯାଜପୁର ଜିଲ୍ଲା ର ବ୍ୟାସନଗର ସହର ରେ କାଳି ପୂଜା ଗଣ ପର୍ବ ଶୁକ୍ରବାର ମା କାଳି ଙ୍କୁ ଘଣ୍ଟ ଶଙ୍କ ବାଜା ବାଣ ବିଭିନ୍ନ ନୃତ୍ୟ ସଂକ୍ରିତନ ରେ ଆନଂଦ ଉନ ମାଦନ ସହ ମେଲାଣି ଦିଆ ଯାଇଛି ଏହି ଉତ୍ସବ ରେ ବର୍ଷା ସ୍ୱତେ ଲକ୍ଷା ଧିକ ଜନ ସମାବେଶ ହୋଇ ଥିଲା ବିଭିନ୍ନ ନାଚ ନୁର୍ତ୍ୟ କୁ ଉପ ଭୋଗ କରୁ ଥିଲେ ଅକ୍ଟୋବର ୨୦ ତାରିଖରୁ ଆରମ୍ଭହୋଇଥିବା ବ୍ୟାସନଗର ସହରର ଗଣପର୍ବ କାଳୀପୂଜା ଆଜି ଶେଷ ହୋଇଛି। କାଳୀପୁଜାର ସବୁଠୁ ଆକର୍ଷଣୀୟ ମେଳଣ ଶୋଭାଯାତ୍ରା ଦେଖିବାକୁ ବ୍ୟାସନଗର, ଯାଜପୁର ସମେତ କେନ୍ଦୁଝର, ଭଦ୍ରକ, ଢେଙ୍କାନାଳ ଜିଲା ଓ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଲକ୍ଷଲକ୍ଷ ଲୋକଙ୍କ ସମାଗମ ହୋଇଥିଲା। ସହରରେ ଚଳିତ ବର୍ଷ ୧୮ଟି ଟି ସ୍ଥାନ ସ୍ଥାନରେ ମାଆଙ୍କ ପୂଜା କରାଯାଉଥିବାବେଳେ ଧାବଳଗିରି ସ୍ଥାୟୀ କାଳୀଙ୍କୁ ଛାଡି ୧୭ ଗୋଟି ମେଢ଼ ଶୋଭାଯାତ୍ରାରେ ଚୋରଦା ମେଳଣ ପଡିଆରେ ଏକାଠି ହୋଇଥିଲେ। ସହରର ମୁଖ୍ୟ ରାସ୍ତା ଦୁଇ ପାର୍ଶ୍ଵରେ ଭକ୍ତଗଣ ମାଆଙ୍କ ଭସାଣ ଓ ଶୋଭାଯାତ୍ରା ଉପଭୋଗ କରିଛନ୍ତି । ପ୍ରତି ମେଢ଼ ତରଫରୁ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ବାଦ୍ୟ ଓ ଅଗୋରୀ ନୃତ୍ୟ ଆୟୋଜନ ହୋଇଥିବା l ରାଜସ୍ତାନ, କେରଳ,ବ୍ରହ୍ମପୁର, ବରଗଡ଼, ସମ୍ବଲପୁର, ଢେଙ୍କାନାଳ, କଟକ, ଯାଜପୁର ସମେତ ବହୁ ନାମୀଦାମୀ ସାଂସ୍କୃତିକ ଅନୁଷ୍ଠାନ ଭସାଣି ଉତ୍ସରେ ଯୋଗଦେଇ ଏହି ଗଣପର୍ବକୁ ରୁଦ୍ଧିମନ୍ତ କରିଥିଲେ।

ଘୋଡା ନାଚ, ଘୋଡାରେ ସାଇବାବା, ଅଘୋରୀ, ଚାର୍ଲି ଚାପଲିନ, ରେଳଗାଡ଼ି, କାର୍ଗିଲ ଯୁଦ୍ଧ, ଆଦିବାସୀ ନୃତ୍ୟ, କଳସ ଶୋଭାଯାତ୍ରାର ତାଳେ ତଳେ ଦର୍ଶକ ଝୁମିଥିଲେ। ସହର ୫ ଗୋଟି ରୁଟରେ ମେଢ଼ ଗୁଡିଳ ମେଳଣ ପଡି ପଡିଆ ନିଆ ଯାଇଥିଲା ।ଲକ୍ଷ ଲକ୍ଷ ଲୋକଙ୍କ ସମା ହୋଇଥିବାରୁ ପୋଲିସ ତରଫରୁ ଶାନ୍ତିଶୃଙ୍ଖଳା ପାଇଁ ବ୍ୟାପକ ରକ୍ଷା ବନ୍ଦୋବସ୍ତ କରାଯାଇଥିଲା | ୨୨ ସେକ୍ସନ ପୁଲିସ ଫୋର୍ସ, ଜଣେ ଅତିରିକ୍ତ ଏସପି, ଜଣେ ଡିସି, ୫ଜଣ ଡ଼ିଏସପି, ୧୧ ଜଣ ଇନିସ୍ପେକଟର, ୫୭ ଜଣ ଏ ଏସ ଆଇ,୮୭ ଜଣ ହୋମ ଗାର୍ଡ, ୭୦ ଜଣ ଓଏ ପିଏଫ ଯବାନ ସମେତ ଶତାଧୂକ ପୁଲିସ ମୁତୟନ ହୋଇଥିଲେ। ଭସାଣ ସମୟରେ ସହର ଭିତରକୁ କୌଣସି ଗାଡି ଛଡ଼ାଯାଇ ନଥିଲା। ଜହ୍ନା 2. ବେଣାପୁର, ମିଲିଟାରୀ ଛକ ଛକ, ନୂଆଗଡ ଗୋଲେଲ ଛକ, ମୁଣ୍ଡମାଳ ପ୍ରଭୃତିରେ ବଡ ଗାଡି ଗୁଡିକୁ ରୋକ ଯାଇଥିଲା। ଶାନ୍ତି କମିଟି ଆବାହ ବାହକ ବିଦ୍ୟାଧର ମହାନ୍ତି, କଳିଙ୍ଗ ନିଙ୍ଗ ନଗର ଅତିରିକ୍ତ ଜିଲାପାଳ ସପନ କୁମାଗ ନନ୍ଦ, ଅତିରିକ୍ତ ଆରକ୍ଷା ଅଧୂକ୍ଷକ ସୁପ୍ରସନ ମଲ୍ଲିକ, ବ୍ୟାସନଗର ନଗରପାଳ ସୁବାଷ ଚନ୍ଦ୍ର ବଳ, ଶାନ୍ତି କମିଟି ସଭାପତି ବ୍ୟାସନଗର ତହସିଲଦାର ଦେବାଶିଷ ରାଉତ, ଅତିରିକ୍ତ କ୍ତ ତହସିଲଦାର ପ୍ରଶାନ୍ତ କୁମାର ପୁହାଣ, ଏସ୍‌ଡ଼ିପିଓ ଲକ୍ଷ୍ମୀଧ ଲକ୍ଷ୍ମୀଧର ସ୍ବାଇଁ, ଦର୍ଶ ଥାନା ଯାଜପୁର ରୋଡ ଆଦଶ ଅଧିକାରୀ ଆଶିଷ କୁମାର ସାହୁ, କୋରେଇ ଥାନା ଅଧିକାରୀ ରାକେଶ ତ୍ରିପାଠୀ ଶାନ୍ତି କମିଟି ସମ୍ପାଦକ ବିବେକାନନ୍ଦ ମହାନ୍ତି ଓ ସଦସ୍ୟମାନେ ମେଢ଼ ଗୁଡିକୁ ଶାନ୍ତି ଶୃଙ୍ଖଳା ସହିତ ମେଳଣ ପଡିଆକୁ ଯିବାରେ ସ‌ହଯୋଗ କରିଥିଲେ l ଭସାଣ ପାଇଁ ଅପରାହ୍ନ 2.30 ରୁ ରାତି ୧୦ ଟା ପର୍ଯ୍ୟନ୍ତ ସାରା ସହର ଦୁଲୁକି ଥିଲା। ସବୁ ମେଢ଼ ଗୁଡିକ ମେଳଣ ପଡିଆରେ ଠିକ ସମୟରେ ପହଞ୍ଚିଥିଲେ। ସଠାରେ ମେଳଣ କମିଟି ପକ୍ଷରୁ ସବୁ ମେଢ଼କୁ ପୂଜାର୍ଚ୍ଚନ ସହିତ ସମ୍ବଦ୍ଧିତ କରାଯାଇଥିଲା। ଚୋରଦା କେଟିଲି ଛକ ରେ ପୋଲିସ ପ୍ରଶାସନ ଶାନ୍ତି କମିଟି ଓ ଅlରୀୟାନ କ୍ଲବ ପକ୍ଷରୁ ସହର ଭାଇ ଚାର ସୃଷ୍ଟି କରିବା ପାଇଁ ଏକ ବନ୍ଧୁ ମିଳନ ହୋଇ ଥିଲା ପର ସ୍ପର କୁ ରସ ଗୋଲା ଖୁଆ ଖୁଇ ହୋଇ ଥିଲା ମେଳଣଉତ୍ସବ ଶାନ୍ତି ଶୁଙ୍ଖ ସହ ସମାପନ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking