21.1 C
Bhubaneswar
Monday, December 8, 2025
Homeଓଡିଶାନବୀନଙ୍କ ଫ୍ଲାଇଟ ପ୍ଲାନ ଦାଖଲ ହୋଇନଥିଲା

ନବୀନଙ୍କ ଫ୍ଲାଇଟ ପ୍ଲାନ ଦାଖଲ ହୋଇନଥିଲା

ଭୁବନେଶ୍ୱର: ନବୀନଙ୍କ ହେଲିକପ୍ଟରକୁ କ୍ଲିୟରାନ୍ସ ଦେବାରେ ବିଳମ୍ବ  ହୋଇଥିବା ଅଭିଯୋଗ ଘଟଣା । ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନଙ୍କ ପ୍ରତିକ୍ରିୟା । ନବୀନଙ୍କ ଫ୍ଲାଇଟ ଅପରେଟର ଫ୍ଲାଇଟ ପ୍ଲାନ ଦାଖଲ କରିନଥିଲେ । ତେଣୁ ଏୟାର ଡିଫେନ୍ସ କ୍ଲିୟରାନ୍ସ ନମ୍ବର ମିଳିନଥିଲା  ା କୋଡିନେଟ କରି କୋଲକାତାରୁ  ନମ୍ବର ନେଲୁ ଏଥିପାଇଁ   ପ୍ରାୟ ୨୫ ମିନିଟ ବିଳମ୍ବ  ହେଲା ଏକଥା  କହିଛନ୍ତି ବିମାନ ବନ୍ଦର  ନିର୍ଦ୍ଦେଶକ । ଜାଣିଶୁଣି କ୍ଲିୟରାନ୍ସ ଦିଆଯାଇନଥିବା କହିଥିଲେ ବିଜେଡି ନେତା ଚିନ୍ମୟୀ ସାହୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking