ଭୁବନେଶ୍ୱର: ଭୁବନେଶ୍ୱରରେ ସେମିକଣ୍ଡକ୍ଟର ୟୁନିଟ ଭୂମିପୂଜା । କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଅଭିଭାଷଣ ରଖିଛନ୍ତି । କହିଛନ୍ତି, ଡବଲ ଇଞ୍ଜିନ ସରକାରରେ ଓଡିଶାରେ ବିକାଶ ହେଉଛି । ଉନ୍ନତମାନର ଶିଳ୍ପ ଓଡିଶାକୁ ଆସିବା ସ୍ୱପ୍ନ ସଫଳ ହେଉଛି । ଆଗାମୀ ବର୍ଷରେ ସେମିକଣ୍ଡକ୍ଟର କ୍ଷେତ୍ରରେ ବହୁ ସୁଯୋଗ ରହିଛି । ଆଗ୍ରେସିଭଲି ଇଲୋକ୍ଟ୍ରୋନିକ୍ସ ଫ୍ୟାକ୍ଟ୍ରି ପାଇଁ ସରକାର ପ୍ରସ୍ତୁତ ହୁଅନ୍ତୁ । ସମସ୍ତ ସହେଯାଗ ଯୋଗାଇ ଦେବାକୁ କେନ୍ଦ୍ର ସରକାର ପ୍ରସ୍ତୁତ ଅଛନ୍ତି ।










