16.1 C
Bhubaneswar
Saturday, December 6, 2025
Homeଓଡିଶାଦେବଦୀପାବଳୀ ନୀତି:  ଆଜି ତ୍ରେତୟା ଯୁଗର କୌଶଲ୍ୟାଙ୍କୁ ଶ୍ରାଦ୍ଧ ଦେବେ ମହାପ୍ରଭୁ

ଦେବଦୀପାବଳୀ ନୀତି:  ଆଜି ତ୍ରେତୟା ଯୁଗର କୌଶଲ୍ୟାଙ୍କୁ ଶ୍ରାଦ୍ଧ ଦେବେ ମହାପ୍ରଭୁ

ପୁରୀ: ଶ୍ରୀମନ୍ଦିରରେ  ମଙ୍ଗଳବାରଠୁ  ତିନିଦିନ ଧରି ମହାପ୍ରଭୁଙ୍କ ଦେବଦୀପାବଳୀ ନୀତି ଆରମ୍ଭ ହୋଇଛି ।  ଏହି ତିନି ଦିନ ମହାପ୍ରଭୁ  ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ  ଦୀପଦାନ  କରିଥିବା   ଶ୍ରାଦ୍ଧ ନୀତି ଅନୁଷ୍ଠିତ ହେଉଛି ।  ଗତକାଲି ଚତୁର୍ଦ୍ଦଶୀ ତିଥିରେ  ମହାପ୍ରଭୁ ଅଦିତି  ଓ କଶ୍ୟପଙ୍କ  ଉଦ୍ଦେଶ୍ୟରେ ଦୀପଦାନ ଓ  ଶ୍ରାଦ୍ଧ ଦେବେ । ଦ୍ୱିତୀୟ ଦିନର ଦେବଦୀପାବଳି ଅବସରରେ ପୁରୀର ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ  ସିଂହଦ୍ୱାର ଠାରୁ  ଶ୍ରୀଗୁଣ୍ଡିଚା  ମନ୍ଦିର ପର୍ଯ୍ୟନ୍ତ ବଡଦାଣ୍ଡର ଉଭୟ ପାଶ୍ୱର୍ରେ ସନ୍ଧ୍ୟାରେ ଏକ ଲକ୍ଷ ଦୀପ ପ୍ରଜ୍ୱଳନ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking