26.1 C
Bhubaneswar
Wednesday, February 11, 2026
Homeଓଡିଶାରାଗ ଶୁଝାଉଛନ୍ତି ଦେବାଶିଷ: ସୁଲତା

ରାଗ ଶୁଝାଉଛନ୍ତି ଦେବାଶିଷ: ସୁଲତା

ଭୁବନେଶ୍ୱର: ଦେବାଶିଷ ସାମନ୍ତରାୟଙ୍କୁ ସୁଲତା ଦେଓଙ୍କ ଟାର୍ଗେଟ । ପୁରୁଣା ରାଗ ଶୁଝାଉଛନ୍ତି ଦେବାଶିଷ । ପୁଲୱାମା ସହିଦ ମନୋଜଙ୍କ କାକାଙ୍କୁ ଦେବାଶିଷ ଧକ୍କା ମାରିଥିଲେ । ଏନେଇ କ୍ଷମା ମାଗିବାକୁ ଚାପ ପକାଇଥିଲେ ପାଣ୍ଡିଆନ । ସେହି ରାଗ ଶୁଝାଉଛନ୍ତି ଦେବାଶିଷ । ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ସୁଲତାଙ୍କ ଟାର୍ଗେଟ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking