ଭୁବନେଶ୍ୱର : କିଟ ପ୍ରସଙ୍ଗରେ ଦେବାଶିଷ ପଟ୍ଟନାୟକଙ୍କ ମନ୍ତବ୍ୟ ପ୍ରସଙ୍ଗରେ ଦେବାଶିଷଙ୍କୁ ତାଗିଦ କରିଥିବା କହିଲେ ପିସିସି ସଭାପତି ଭକ୍ତ ଦାସ । ବ୍ୟକ୍ତିଗତ ସଂପର୍କ ଥାଇପାରେ ମାତ୍ର ପ୍ରଶଂସା କରିପାରିବେନି । ପାର୍ଟି ଲାଇନରୁ ବାହାରି ଗଣମାଧ୍ୟମରେ କେହି କହିପାରିବେନି । ଦଳର ଆଭିମୁଖ୍ୟ ବାହାରକୁ ଯାଇ କେହି କହିପାରିବେ ନାହିଁ କହିଛନ୍ତି ଭକ୍ତ ।










