ଭୁବନେଶ୍ୱର : ଆଜି ୨୯ ଜଣ ଓଏଏସ୍ ଅଧିକାରୀଙ୍କ ସ୍ତରରେ ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର । ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାରି ବିଜ୍ଞପ୍ତି ଅନୁସାରେ..
୧) ରୋହନ ଶତପଥୀ – (ଥିଲେ) ଡେପୁଟି କମିଶନର ବିଏମ୍ସି ଭୁବନେଶ୍ୱର – (ହେଲେ) ଅବକାରୀ ବିଭାଗର ଓଏସ୍ଡି
୨) ଜନ୍ମଜୟ ସାହୁ – (ଥିଲେ) ଡବ୍ଲୁ ଏବଂ ସିଡି ବିଭାଗର ଅନୁସଚିବ – (ହେଲେ) ପିଆର୍ ଏବଂ ଡିଡବ୍ଲୁ ରୁରାଲ ବିଭାଗ
୩) ଅଭିଜିତ୍ ଷଡ଼ଙ୍ଗୀ – (ଥିଲେ) ଉପ- ଜିଲ୍ଲାପାଳ, ନୟାଗଡ଼ – (ହେଲେ) ନିମାପଡ଼ା ବିଡିଓ
୪) ଭୁବବାନନ୍ଦ ପଟ୍ଟନାୟକ – (ଥିଲେ) ବିଡିଓ ନିମାପଡ଼ା, ପୁରୀ – (ହେଲେ) ଉପ-ଜିଲ୍ଲାପାଳ, ନୟାଗଡ଼
୫) ଅନୀଲ କୁମାର ମହାନ୍ତି – (ଥିଲେ) ଇ.ଓ ଯାଜପୁର ମ୍ୟୁନସିପାଲଟି – (ହେଲେ) ଗୋପ ତହସିଲଦାର୍, ପୁରୀ
୬) ରଞ୍ଜନ କୁମାର ପରିଡ଼ା – (ଥିଲେ) ଗୋପ ତହସିଲଦାର୍, ପୁରୀ – (ହେଲେ) ନୟାଗଡ଼ ଉପ-ଜିଲ୍ଲାପାଳ
୭) ଲିଲନ ପ୍ରସାଦ ସାହୁ – (ଥିଲେ) ଡଏସ୍ଡି ଖେଳ ଏବଂ ୱାଏସ୍ ବିଭାଗ – (ହେଲେ) ନିଆଳି ତହସିଲ୍ଦାର୍, କଟକ
୮) ଲକ୍ଷ୍ମୀଧର ରାଉତ – (ଥିଲେ) ନିଆଳି ତହସିଲ୍ଦାର୍, କଟକ -(ହେଲେ) ଏଚ୍ ଏବଂ ୟୁଡି ବିଭାଗର କାର୍ଯ୍ୟନିର୍ବାହୀ ଅଧିକାରୀ
୯) ଗୌର ଚନ୍ଦ୍ର ପଟ୍ଟନାୟକ – (ଥିଲେ) ସିଡିଏମ୍ ଏବଂ ପିଏଚ୍ଓ ଗଜପତି – (ହେଲେ) ପାରଳାଖେମୁଣ୍ଡି ବିଡିଓ
୧୦) ଅଜୟ କୁମାର ପ୍ରଧାନ – (ଥିଲେ) ପାରଳାଖେମୁଣ୍ଡି ବିଡିଓ – (ହେଲେ) ଜିଏ ଏବଂ ପିଜି ବିଭାଗ
୧୧) କବିରାଜ ପ୍ରଧାନ – (ଥିଲେ) ଥୁଆମୂଳ ରାମପୁର ତହସିଲଦାର, କଳାହାଣ୍ଡି – (ହେଲେ) କନିସ୍ ତହସିଲ୍ଦାର୍ ଗଞ୍ଜାମ
୧୨) ପ୍ରଳୟାନନ୍ଦ ଶତପଥୀ – (ଥିଲେ) କନିସ୍ ତହସିଲ୍ଦାର୍ – (ହେଲେ) ମାଲକାନଗିରି ଉପ-ଜିଲ୍ଲାପାଳ
୧୩) ନିରୋଜ କୁମାର ଭତ୍ରା – (ଥିଲେ)କଳାହାଣ୍ଡି ଉପ-ଜିଲ୍ଲାପାଳ – (ହେଲେ) ଥୁଆମୂଳ ରାମପୁର ତହସିଲଦାର, କଳାହାଣ୍ଡି
୧୪) ରଞ୍ଜିତ କୁମାର ମଲ୍ଲିକ – (ଥିଲେ) ଭାପୁର ବିଡିଓ ନୟାଗଡ଼ – (ହେଲେ) ଦାନଗତି ତହସିଲ୍ଦାର, ଯାଜପୁର
୧୫) ସତ୍ୟଜିତ୍ ମହାପାତ୍ର – (ଥିଲେ) ତ୍ରିତୋଲ ତହସିଲ୍ଦାର୍, ଜଗତସିଂହପୁର – (ହେଲେ) ଗଁନ୍ଦିଆ ତହସିଲ୍ଦାର, ଢ଼େଙ୍କାନାଳ
୧୬) ସୁଭ୍ରାଂଶୁ ଖେଖର ସାଓ – (ଥିଲେ) ଗଁନ୍ଦିଆ ତହସିଲ୍ଦାର, ଢ଼େଙ୍କାନାଳ – (ହେଲେ) ତ୍ରିତୋଲ ତହସିଲ୍ଦାର୍, ଜଗତସିଂହପୁର
୧୭) ସୁଶାନ୍ତ କୁମାର ସାହୁ – (ଥିଲେ) ସୁକ୍ରୁଳି ତହସିଲ୍ଦାର୍, ମୟୁରଭଞ୍ଜ – (ହେଲେ) ସୂଚନା ଅଧିକାରୀ ଏସ୍ଏମ୍ସି, ସମ୍ବଲପୁର
୧୮) ଜିତିନ୍ଦ୍ରନାଥ ସେଠୀ – (ଥିଲେ) କେନ୍ଦ୍ରାପଡ଼ା ଉପ-ଜିଲ୍ଲାପାଳ – (ହେଲେ) ସୁକ୍ରୁଳି ତହସିଲ୍ଦାର୍, ମୟୁରଭଞ୍ଜ
୧୯) ପବିତ୍ର କୁମାର ସାମଲ – (ଥିଲେ) ବାଲିଅନ୍ତା ବିଡିଓ, ଖୋର୍ଦ୍ଧା – (ହେଲେ) କଳାହାଣ୍ଡି ଉପ-ଜିଲ୍ଲାପାଳ
୨୦) ସବ୍ୟସାଚୀ ଜେନା – (ଥିଲେ) ଖଇରା ତହସିଲ୍ଦାର୍, ବାଲେଶ୍ୱର – (ହେଲେ) ଜୟପୁର ତହସିଲ୍ଦାର୍, କୋରାପୁଟ
୨୧) ମୋନାଲିସା ଆର୍ଚାଜୀ – (ଥିଲେ) ଜୟପୁର ତହସିଲ୍ଦାର୍, କୋରାପୁଟ – (ହେଲେ) ନୂଆଗଡ଼ ତହସିଲ୍ଦାର୍, ଗଜପତି
୨୨) ସତ୍ୟଜିତ୍ ମହାନ୍ତି – (ଥିଲେ) ଉଦଳା ତହସିଲ୍ଦାର୍, ମୟୁରଭଞ୍ଜ – (ହେଲେ) ଜଳେଶ୍ୱର ତହସିଲ୍ଦାର, ବାଲେଶ୍ୱର
୨୩) ଜିତେନ୍ଦ୍ର ମୁର୍ମୁ – (ଥିଲେ) ଜଳେଶ୍ୱର ତହସିଲ୍ଦାର, ବାଲେଶ୍ୱର – (ହେଲେ) ଖଇରା ତହସିଲ୍ଦାର୍, ବାଲେଶ୍ୱର
୨୪) ସୁପ୍ରଭା ଦାସ – (ଥିଲେ) ସମ୍ବଲପୁର ଉପ-ଜିଲ୍ଲାପାଳ ଓ ଝାରସୁଗୁଡ଼ା ଉପ-ଜିଲ୍ଲାପାଳ -(ହେଲେ) ଉଦଳା ତହସିଲ୍ଦାର୍, ମୟୁଭରଞ୍ଜ
୨୫) ପ୍ରଦୀପ କୁମାର ମହାରଣା – (ଥିଲେ) ଅତିରିକ୍ତ ତହସିଲ୍ଦାର୍, ରଣପୁର – (ହେଲେ) ପିଆର୍ ଏବଂ ଡିଡବ୍ଲୁ ବିଭାଗର ବିଡିଓ
୨୬) ନାରାୟଣ ଦୀକ୍ଷିତ୍ – (ଥିଲେ) ସବ୍-ରେଜିଷ୍ଟର, ସୁକିନ୍ଦା – (ହେଲେ) ପିଆର୍ ଏବଂ ଡିଡବ୍ଲୁ ବିଭାଗର ବିଡିଓ
୨୭) ଏମ୍.ନୀଳକଣ୍ଠନାଥ ନାଇଡୁ – (ଥିଲେ) କୋଲନାରା ତହସିଲ୍ଦାର୍, ରାୟଗଡ଼ା – (ହେଲେ) କୋଟପାଟ ତହସିଲ୍ଦାର୍, କୋରାପୁଟ
୨୮) କ୍ରୀତି ଚରଣ ପ୍ରଧାନ – (ଥିଲେ) କୋଟପାଟ ତହସିଲ୍ଦାର୍, କୋରାପୁଟ -(ହେଲେ) କୋଲନାରା ତହସିଲ୍ଦାର୍, ରାୟଗଡ଼ା
୨୯) ମୀରା ନାୟକ – (ଥିଲେ) ଢ଼େଙ୍କାନାଳ ଉପ-ଜିଲ୍ଲାପାଳ – (ହେଲେ) ନବରଙ୍ଗପୁର ଉପ-ଜିଲ୍ଲାପାଳ










