20.1 C
Bhubaneswar
Saturday, December 20, 2025
Homeଅପରାଧଗୋଲେଇ ଛକରେ ଦେଶୀମଦ ଜବତ, ଜଣେ ଗିରଫ

ଗୋଲେଇ ଛକରେ ଦେଶୀମଦ ଜବତ, ଜଣେ ଗିରଫ

ଯାଜପୁର: ଡୋଲୀପୁର ଅବକାରୀ ବିଭାଗ ପକ୍ଷରୁ ନୂଆଗଡ ଗୋଲେଇ ଛକରେ ଚଢ଼ାଉ,କରି6ଶହ ଲିଟର ଦେଶୀମଦ ସହିତ କାର ଗାଡି ଜବତ, କରିଛି ଓ ଜଣଙ୍କୁ ଗିରଫ, କରିଛି ସୁଚନା ରବିବାର ଏହି କାର ବାର ରେ ସମ୍ପୃକ୍ତ ବ୍ୟକ୍ତି କୁ କୋର୍ଟ ଚାଲାଣ କାରା ଯାଇଚି l ଅବକାରୀ ଅଧିକ୍ଷକ ଅମରେନ୍ଦ୍ର କୁମାର ଜେନାଙ୍କ ନିର୍ଦ୍ଦେଶ କ୍ରମେ ଶନି ବାର ରାତିରେ ଡୋଲୀପୁର ଅବକାରୀ ବିଭାଗ ଅଧିକାରୀ ନାରାୟଣ ବେହେରା ନୂଆଗଡ ଛକରେ ବେ ନିୟମ ମଦ କାର ବାର ଉପ ରେଚଢ଼ାଉ କରିବା ସମୟରେ ଜଣେ ବ୍ୟକ୍ତି ଏକ କାର ରେଦେଶୀମଦ ନେଇ ଆସୁଥିବା ରେ ଅବକାରୀ ଅଧକାରୀ ହାତ ରେ ଧରା ପଡ଼ି ଥିଲା ଅବକାରୀ ବିଭାଗ କାର ସହ ଦେଶୀ ମଦ ଜବତ କରି ଆସାମୀ ଙ୍କୁ ଗିରଫ କରିଥିଲl ତେବେ ଏହି ଗିରଫ ବ୍ୟକ୍ତି ଜଣ ଙ୍କ ହେଲେ ବାଲେଶ୍ୱର ଜିଲ୍ଲା ର ରମାକାନ୍ତ ବେହେରା ବୋଲି ଜଣାପଡିଛି l ଅବକାରୀ ବିଭାଗ ପକ୍ଷରୁ ଏହି ଅଭିଯୁକ୍ତକୁ ଗିରଫ କରିବା ସଂଗେ ଏକ ମାମଲା ରୁଜୁ କରି ଯାଜପୁର ରୋଡ କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ l ଏହି ଚଢ଼ାଉରେ ମାଳତୀ ମାଝୀ,ସୁଚିତ୍ରା ନାୟକଙ୍କ ସମେତ କର୍ମଚାରୀ ମାନେ ସାମିଲ ଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking