ଭୁବନେଶ୍ୱର: ୫ ଦିନିଆ ଜିଲ୍ଲା ଗସ୍ତରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି , ବଲାଙ୍ଗିର , ସୋନପୁର ଗସ୍ତ କାଯ୍ୟକ୍ରମ ରହିଛି । ପ୍ରଥମ ଦିନରେ କୋରାପୁଟ ଜୟପୁରରେ ପହଞ୍ଚିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ବିଭିନ୍ନ ବିକାଶ ମୂଳକ କାଯ୍ୟ ଓ ସୁଭଦ୍ରା ଯୋଜନାର ସମୀକ୍ଷା କାଯ୍ୟକ୍ରମ ରହିଛି । ଆସନ୍ତାକାଲି ଜୟପୁରରେ ରାକ୍ଷୀ ପୂଣ୍ଣିମାରେ ଜୟପୁରରେ ଆୟୋଜିତ ହେବ ସୁଭଦ୍ରାର ତୃତୀୟ କିସ୍ତି ସମାରୋହ । ମୁଖ୍ୟମନ୍ତ୍ରୀ ଜୟପୁରରେ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ଦେବେ ।










