18.1 C
Bhubaneswar
Wednesday, February 4, 2026
Homeଓଡିଶାମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଉପମୁଖ୍ୟମନ୍ତ୍ରୀଙ୍କ ସହ ଅଛନ୍ତି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲକି । ଏମଭି – ୨୬ ହିଂସା ଘଟଣା ପରେ ପହଞ୍ଚିଛନ୍ତି ଉପମୁଖ୍ୟମନ୍ତ୍ରୀ । ଶାନ୍ତି କମିଟି ସହ ଆଲୋଚନା କରିବେ କେଭି । ଉପମୁଖ୍ୟମନ୍ତ୍ରୀ ଜିଲ୍ଲା ସ୍ଥିତି ନେଇ ସମୀକ୍ଷା କରିବେ । ଉପସ୍ଥିତ ରହିବେ ବରିଷ୍ଠ ପୋଲିସ ଅଧିକାରୀ । ଆରଡିସି ଓ ଜିଲ୍ଲା ପ୍ରଶାସନକୁ ନେଇ କରିବେ ସମୀକ୍ଷା । ସେପଟେ ଏମ୍‌ଭି ୨୬ ଓ ରାଖେଲଗୁଡା ଗାଁ ମଧ୍ୟରେ ବିବାଦକୁ ନେଇ କଟକଣା ବୃଦ୍ଧି ପାଇଛି। ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା। ମଧ୍ୟରାତ୍ର ୧୨ଟା ଯାଏଁ ବଳବତ୍ତର ରହିବ ଇଣ୍ଟରନେଟ୍ କଟକଣା।

ଆଉ ୧୨ ଘଣ୍ଟା ଇଣ୍ଟରନେଟ୍ କଟକଣା

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking